Odisha Link
Bridging the Missing Links in Odisha
Daily Archives

March 1, 2024

ବିବାହ ବେଦୀରେ ହାଇଡ୍ରାମା; ହାତଗଣ୍ଠି…

ଓଏଲ୍‌ ବ୍ୟୁରୋ: ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଥିଲା ବାହାମଣ୍ଡପ। ଠିକ୍‌ ହାତଗଣ୍ଠି ପଡ଼ିବା ପୂର୍ବରୁ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। କାରଣ ବାହା ବେଦୀରେ ଦେଖିବାକୁ ମିଳିଥିଲା ହାଇଡ୍ରାମା। ହାତଗଣ୍ଠି ପଡ଼ୁଥିବା ସମୟରେ ବରକୁ ଉଠାଇନେଲା ପୁଲିସ। ପ୍ରଥମ ପତ୍ନୀଙ୍କ ଅଭିଯୋଗ କ୍ରମେ…

ଲୋକାର୍ପିତ ହେଲା ରାଜ୍ୟର ସବୁଠୁ ବଡ଼…

ଓଏଲ୍‌ ବ୍ୟୁରୋ: ଲୋକାର୍ପିତ ହେଲା ବାବା ସାହେବ ଭୀମ ରାଓ ଆମ୍ୱେଦକର ବସ୍‌‌ ଟର୍ମିନାଲ। ଏହି ଅତ୍ଯାଧୁନିକ ବସ ଟର୍ମିନାଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାତ୍ରୀଙ୍କୁ ଏଠାରେ ବିମାନ ବନ୍ଦର ଭଳି ଅନୁଭୂତି ମିଳିବ। ନବୀନ ଓଡ଼ିଶାର ନୂଆରୂପ ଭାବେ ଅନ୍ତଃରାଜ୍ୟ ବରମୁଣ୍ଡା ବସ୍‌‌…

୩୩ କୋଟି ଦେବୀ ଓ ଦେବତାଙ୍କ ଆତ୍ମା ଆମ…

ଓଏଲ୍‌ ବ୍ୟୁରୋ: ମହାମହିମଙ୍କ ୪ ଦିନିଆ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ କମିସନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୪ ଦିନିଆ ଓଡ଼ିଶା ଗସ୍ତର ତୃତୀୟ ଦିନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି…

ଆସନ୍ତା ୫ରେ ଓଡ଼ିଶା ଆସିବେ…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ଏସବୁ ଭିତରେ କେନ୍ଦ୍ରୀୟ ନେତାଙ୍କ ଓଡିଶା ଗସ୍ତ…

କଟକରେ ମହାମହିମ; ଓଡ଼ିଶା ବ୍ରହ୍ମକୁମାରୀ…

ଓଏଲ୍‌ ବ୍ୟୁରୋ: ମହାମହିମଙ୍କ ୪ ଦିନିଆ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ କମିସନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୪ ଦିନିଆ ଓଡ଼ିଶା ଗସ୍ତର ତୃତୀୟ ଦିନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି…

ଜିଏସଟି ସଂଗ୍ରହରେ ଓଡ଼ିଶାର ରେକର୍ଡ;…

ଓଏଲ୍‌ ବ୍ୟୁରୋ: ଚଳିତବର୍ଷ ଓଡିଶାରୁ ସର୍ବାଧିକ ଜିଏସଟି ଆଦାୟ ହୋଇଛି। ଫେବ୍ରୁଆରୀରେ ସର୍ବାଧିକ ୫୧୩୫.୮୧ କୋଟି ଜିଏସଟି ଆଦାୟ କରାଯାଇଛି। ୨୦୨୩ ତୁଳନାରେ ୨୦୨୪ରେ ୧୩.୬୪% ଅଧିକ ଜିଏସଟି ଆଦାୟ। ୨୦୨୩ରେ ୪୫୨୯.୩୫ କୋଟି ଜିଏସଟି ଆଦାୟ ହୋଇଥିଲା। ସୂଚନା ଅନୁସାରେ, ୨୦୨୪ ଜାନୁଆରୀ ମାସରେ ଓଡ଼ିଶା ମୋଟ…

ବଢୁଛି ତାପମାତ୍ରା; ସତର୍କ ରହିବାକୁ…

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀରୁ ରାଜ୍ୟରେ ଉପରମୁହାଁ ହେଲାଣି ପାରଦ। ଉପାନ୍ତରୁ ଉପକୂଳ ସବୁଠି ରାଜ୍‌ କରୁଛି ଗ୍ରୀଷ୍ମପ୍ରବାହ। ଗତ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୩୫ ଡ଼ିଗ୍ରୀ ଉପରେ ରହୁଥିବା ବେଳେ ପରେ ୩୭ ଡ଼ିଗ୍ରୀ ଛୁଇଁଯାଇଛି। ଖରାଦିନ ପାଇଁ ପ୍ରସ୍ତୁତ ରହିବାକୁ ବିଦ୍ୟାଳୟ ଓ…

ନିର୍ବାଚନୀ ପ୍ରସ୍ତୁତି: ଆଗୁଆ ଜଗିବେ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ଏସବୁ ଭିତରେ ନିର୍ବାଚନୀ ପ୍ରସ୍ତୁତି ମଧ୍ୟ…

ନବୀନ ନିବାସ ଅଭିମୁଖେ ଯୁବ କଂଗ୍ରେସର…

ଓଏଲ୍‌ ବ୍ୟୁରୋ: ନବୀନ ନିବାସ ଅଭିମୁଖେ ଯୁବ କଂଗ୍ରେସର ରାଲି। ରାଲି ଅଟକାଇବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିବା ଜଣା ପଡିଛି। ବ୍ୟାରିକେଡ୍‌ ଡେଇଁ ଧସେଇ ପଶିବାକୁ କଂଗ୍ରେସ କର୍ମୀ ଉଦ୍ୟମ କରିଛନ୍ତି। ନବୀନ ନିବାସ ଅଭିମୁଖେ ଯୁବ କଂଗ୍ରେସର ରାଲି ବେଳେ ଉତ୍ତେଜନା ହୋଇଛି। ରାଜମହଲ ଛକ ନିକଟରେ ପୁଲିସ…

ନିଯୁକ୍ତି ପର୍ବ: ଉଚ୍ଚଶିକ୍ଷା ବିଭାଗର…

ଓଏଲ୍‌ ବ୍ୟୁରୋ: ଆଜି ଲୋକସେବା ଭବନର କନ୍‌ଭେନସନ୍‌ ସେଣ୍ଟରରେ ନବନିଯୁକ୍ତ ଏସ୍.ଏସ୍.ବି ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ରାଜ୍ୟସ୍ତରୀୟ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ୫-ଟି ଉପକ୍ରମରେ…