ବଡ଼ଧରଣର ଇଡି ରେଡ୍; ଖଣି ଦୁର୍ନୀତି ଲିଙ୍କ୍ରେ ଚାଲିଛି ତନାଘନା

ଓଏଲ୍ ବ୍ୟୁରୋ: ରାଜ୍ୟରେ ବଡ଼ଧରଣର ଇଡି ରେଡ୍ ହୋଇଛି। ଖଣି ଦୁର୍ନୀତି ଲିଙ୍କ୍ରେ ଇଡିର ବଡ଼ ଧରଣର ରେଡ୍ ହୋଇଛି। କୋଲକାତା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ହୋଇଛି। ବଡ଼ବିଲ, ଝାରସୁଗୁଡ଼ା, ରାଉରକେଲା, ଭୁବନେଶ୍ୱରରେ ଚଢ଼ାଉ। ଭୁବନେଶ୍ୱରରେ ଖଣି ଲିଜ୍ଧାରୀଙ୍କ ଘରେ ଚାଲିଛି ଚଢ଼ାଉ। ଖଣି ଲିଜ୍ଧାରୀ ଓ କିଛି ବ୍ୟବସାୟୀଙ୍କ ଘରେ ଚଢ଼ାଉ। ରାଉରକେଲାରେ ବ୍ୟବସାୟୀଙ୍କ ଘରେ ମଧ୍ୟ ରେଡ୍ ଜାରି ହୋଇଛି।