Odisha Link
Bridging the Missing Links in Odisha
Daily Archives

March 14, 2024

ଏକକ ନିର୍ବାଚନ: ରାଷ୍ଟ୍ରପତିଙ୍କୁ…

ଓଏଲ୍‌ ବ୍ୟୁରୋ: ଏକକ ନିର୍ବାଚନ ରିପୋର୍ଟ ପ୍ରଦାନ କଲେ ଉଚ୍ଚସ୍ତରୀୟ କମିଟି। ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ରିପୋର୍ଟ ପ୍ରଦାନ କରିଛି। ଏହା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାମନାଥ କୋବିନ୍ଦ ରିପୋର୍ଟ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାମନାଥ କୋବିନ୍ଦ ୧୮,…

ମେଣ୍ଟ ଚର୍ଚ୍ଚା: ମନମୋହନ କହିଲେ-ଓଡ଼ିଆ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟକୁ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା। ଏହାରି ମଧ୍ୟରେ ଓଡ଼ିଶା ଫେରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଏହା ପରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ରାଜ୍ୟରେ ଓଡ଼ିଆ ଅସ୍ମିତାକୁ ନେଇ ଲଢେଇ ହେବ। ଲୋକଙ୍କ ଆଶୀର୍ବାଦ ନେଇ…

ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର। ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇଛି। ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ୪.୫ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନ୍‌ସନ୍‌ଧାରୀ ଉପକୃତ ହେବେ। ରାଜ୍ୟ କର୍ମଚାରୀଙ୍କ…

ଅତିଥି ଦେବୋ ଭବଃର ପରିଚୟ ଦେଲା ଓଡ଼ିଶା;…

ଓଏଲ୍‌ ବ୍ୟୁରୋ: ଅତିଥି ଦେବୋ ଭବଃର ପରିଚୟ ଦେଲା ଓଡ଼ିଶା। ନିଜ ଦେଶକୁ ଫେରିଲେ ଟ୍ୟାକ୍ସି ଚାଳକଙ୍କ ଦ୍ୱାରା ଲୁଟର ଶିକାର ହୋଇଥିବା ନେଦରଲାଣ୍ଡସର ନାଗରିକ। ଖୁସିରେ ଆତ୍ମହରା ହୋଇ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶା ଲୋକ ବହୁତ ଭଲ ବୋଲି କହିଲେ ନେଦରଲାଣ୍ଡସର ନାଗରିକ ଆନ୍ଥୋନୀ। ବିଦେଶୀ ପର୍ଯ୍ୟଟକ…

ମହଙ୍ଗା ପଡ଼ିଲା ଅମାପ ସମ୍ପତି; ବନ୍ଧା…

ଓଏଲ୍‌ ବ୍ୟୁରୋ: ପୁଣିଥରେ ବନ୍ଧା ହେଲେ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ପୁଲିସ ଗିରଫ କରିଛି। ସୂଚନା ଅନୁସାରେ, ଗତ ୨୦୧୩ରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ…

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ; ୪ ଜୀବନ୍ତ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ଶାସ୍ତ୍ରୀନଗରରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଅଗ୍ନିକାଣ୍ଡରେ ୪ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ରହିଛି। ଆବାସିକ କୋଠାରେ ନିଆଁ ଲାଗି ୨ ଶିଶୁ ସମେତ ୪ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଗ୍ରାଉଣ୍ଡ ଫ୍ଲୋରରେ ଥିବା ପାର୍କିଂ ସ୍ଥାନରୁ ନିଆଁ ବ୍ୟାପିଥିବା…

ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଅସୁସ୍ଥ;…

ଓଏଲ୍‌ ବ୍ୟୁରୋ: ଦେଶର ପ୍ରଥମ ମହିଳା ରାଷ୍ଟ୍ରପତିଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଭାରତ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ମହାରାଷ୍ଟ୍ରର ପୁଣେ ସହରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜ୍ୱର ଏବଂ ଛାତି ସଂକ୍ରମଣ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।…

ମୁସଲିମ୍‌ ବିରୋଧୀ ନୁହେଁ CAA: ଅମିତ ଶାହ

ଓଏଲ୍‌ ବ୍ୟୁରୋ: ଦେଶରେ ଲାଗୁ ହୋଇସାରିଛି ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)। ଆଉ ଏହି ପ୍ରସଙ୍ଗରେ ଏବେ ବି ରାଜନୀତି ଦେଶରେ ଲାଗି ରହିଛି। ଏସବୁ ମଧ୍ୟରେ ସିଏଏ ପ୍ରସଙ୍ଗରେ ଅମିତ ଶାହ ନିଜର ପ୍ରତିକ୍ରିୟା ରଖିଛନ୍ତି। ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ଏକ ସାକ୍ଷାତକାର ଦେଇ ସିଏଏ ପ୍ରସଙ୍ଗରେ ମତ ରଖିଛନ୍ତି…

ସୁନ୍ଦରଗଡ଼ରେ ଠାବ ହେଲା ବିରଳ କଳାବାଘ;…

ଓଏଲ୍‌ ବ୍ୟୁରୋ: ସୁନ୍ଦରଗଡ଼ରେ ଠାବ ହେଲା ବିରଳ କଳାବାଘ। ଓଡ଼ିଶା ସହ ସୁନ୍ଦରଗଡ ଜିଲ୍ଲା ପାଇଁ ଏହା ଖୁସି ଖବର। ଏହି ବିରଳ କଳା ବାଘ ସୁନ୍ଦରଗଡ ହେମଗିରି ଫରେଷ୍ଟ ରେଞ୍ଜର ଗର୍ଜନ ପାହାଡ ଜଙ୍ଗଲରେ ଠାବ ହୋଇଛି। ବନବିଭାଗ କ୍ୟାମେରାରେ ଏହି ବ୍ଲାକ୍ ପାନ୍ଥର ବା ବିରଳ କଳା ବାଘ କଏଦ ହୋଇଛି। ଏହା ବନବିଭାଗ…

ସନ୍ଦେଶଖାଲି ମାମଲା; ୮ ଜଣଙ୍କୁ ସିବିଆଇର…

ଓଏଲ୍‌ ବ୍ୟୁରୋ: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ କଲିକତା ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପଶ୍ଚିମବଙ୍ଗର ସନ୍ଦେଶଖାଲିର ଏକାଧିକ ସ୍ଥାନରେ ଚଢ଼ାଉ କରିୁଛି ଇଡି। ଗିରଫ…