Odisha Link
Bridging the Missing Links in Odisha
Daily Archives

March 14, 2024

ସମ୍‌ ହସ୍ପିଟାଲ୍‌ରେ ବିଶ୍ୱ କିଡ୍‌ନୀ…

ଭୁବନେଶ୍ୱର: କିଡ୍‌ନୀ ଜନିତ ରୋଗର କାରଣ ଓ ନିରାକରଣ ସମେତ ଉପଯୁକ୍ତ ଚିକିତ୍ସା ଓ ଜୀବନଶୈଳୀ ମାଧ୍ୟମରେ କିଭଳି ମଣିଷ ନିଜକୁ ସୁସ୍ଥ ରଖିପାରିବ ସେ ନେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ ଆଣ୍ଡ ସମ ହସ୍ପିଟାଲ୍‌ ପକ୍ଷରୁ ଗୁରୁବାର ଆୟୋଜିତ ବିଶ୍ୱ କିଡ୍‌ନୀ ଦିବସ ଅବସରରେ ଏକ ସଚେତନତା…

ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ;…

ଓଏଲ୍‌ ବ୍ୟୁରୋ: ମେଣ୍ଟ ଚର୍ଚ୍ଚା ଭିତରେ ଶେଷ ହେଲା ବିଜୁ ଜନତା ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ବୈଠକ ପରେ ଗଣମାମଧ୍ୟ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର। ସେ କହିଛନ୍ତି, ଆଗାମୀ ନିର୍ବାଚନକୁ ନଜରରେ ରଖି ବୈଠକ…

ଆଇପିଏଲ୍‌ ୨୦୨୪: ଜଣଙ୍କ ପରେ ଜଣେ ଖେଳାଳି…

ଓଏଲ୍‌ ବ୍ୟୁରୋ: ଆଉ ମାତ୍ର ୭ ଦିନର ଅପେକ୍ଷା। ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍‌ କ୍ରିକେଟ ମହାକୁମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪। ଏଥିପାଇଁ ୧୦ଟି ଯାକ ଦଳ ଆରମ୍ଭ କରି ସାରିଲେଣି ପ୍ରସ୍ତୁତି। ଟାଇଟଲ୍‌ ହାସଲ କରିବା ପାଇଁ ୧୦ଟି ଦଳ ମଧ୍ୟରେ କଡ଼ା ଟକ୍କର। ଏସବୁ ମଧ୍ୟରେ ଚଳିତ…

ବଢ଼ିଲା ଆଧାର ଅପଡେଟ୍ ଅବଧି; ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାର ଆଧାର ତଥ୍ୟକୁ ମାଗଣାରେ ଅପଡେଟ୍ କରାଇବାର ଶେଷ ତାରିଖକୁ ୧୪ ଜୁନ୍ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଏହା ପୂର୍ବରୁ ଏହି ସମୟ ସୀମା ୧୪ ମାର୍ଚ୍ଚ ଥିଲା। ଏବେ ୟୁଆଇଡିଏଆଇ ଦ୍ବାରା ୧୪ ଜୁନ୍ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଏହା ପରେ ଆଧାର ଅପଡେଟ୍ ପାଇଁ ଦେୟ ଦେବାକୁ ପଡ଼ିବ। ଦଶ…

ନବୀନ ନିବାସରେ ବୈଠକ ଆରମ୍ଭ; ଯୋଗ ଦେଲେ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ବିଗତ କିଛି ଦିନ ହେବ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ହେଲେ ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟ ହେବ ନାହିଁ କହି ପୂର୍ଣ୍ଣଚ୍ଛେଦ ପକାଇଥିଲେ।…

ଓଡ଼ିଶା ଇ-ଗଭର୍ନାନ୍ସ କ୍ଷେତ୍ରରେ ନୂଆ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଇ-ଗଭର୍ନାନ୍ସ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନଲାଇନ୍ ପ୍ରୋତ୍ସାହନ ମ୍ୟାନେଜମେଣ୍ଟ ପ୍ରଣାଳି ଲୋକାର୍ପିତ ହୋଇଛି। ଅନ୍‌ଲାଇନ୍ ପୋର୍ଟାଲ୍ ଉଦ୍ୟୋଗୀମାନଙ୍କ ଦ୍ୱାରା ଆବେଦନପତ୍ର ଦାଖଲ କରିବାରେ ସହଜ କରିଥାଏ, ଯାହା ସେମାନଙ୍କ ପ୍ରୋତ୍ସାହନକୁ…

ଶିକ୍ଷା କ୍ଷେତ୍ରରେ ନୂତନ…

ଓଏଲ୍‌ ବ୍ୟୁରୋ: ଆଜି ସ୍ୱାଭିମାନ ଅଞ୍ଚଳରେ ସୃଷ୍ଟି ହୋଇଛି ଶିକ୍ଷାର ନୂତନ ଆଲୋକବର୍ତ୍ତିକା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ବଡପଡାଠାରେ ଏକ ଅତ୍ୟାଧୁନିକ ଶିକ୍ଷା ସୌଧ ଉଦ୍‌ଘାଟନ କରିଛନ୍ତି। ଏହି ଶିକ୍ଷା ସୌଧରେ ପ୍ରଥମରୁ…

କିଏ ହେବେ ନିର୍ବାଚନ କମିଶନର;…

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ ଖାଲି ପଡ଼ିଥିବା ୨ ନିର୍ବାଚନ କମିଶନର (ଇସି) ପଦବୀକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଜ୍ଞାନେଶ କୁମାର ଓ ସୁଖବୀର ସାନ୍ଧୁ ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତି ହେବା ନେଇ ନିଷ୍ପତି ହୋଇଥିବା ବିରୋଧୀ ଦଳ ନେତା ଅଧିରଞ୍ଜନ ଚୌଧୁରୀ କହିଛନ୍ତି। ସୂଚନା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବଢ଼ିଲା…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଆଜି ସବୁ ବର୍ଗର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀରେ ବୃଦ୍ଧି ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। …

ମହିଳା ସଶକ୍ତିକରଣର ମଡେଲ ହୋଇଛି ଓଡ଼ିଶା:…

ଓଏଲ୍‌ ବ୍ୟୁରୋ: ଶଙ୍ଖ ଭବନରେ ବିଜେଡିର ଜାତୀୟ ମୁଖପାତ୍ର ସନ୍ତୃପ୍ତ ମିଶ୍ର ଓ ଶ୍ରୀମୟୀଙ୍କ ସାମ୍ବାଦିକ ସମ୍ମିଳନୀ ହୋଇଛି। ଏହି ସମ୍ମିଳନୀରେ ସନ୍ତୃପ୍ତ ମିଶ୍ର କହିଛନ୍ତି, ମହିଳାଙ୍କ ବିକାଶ ପାଇଁ ଅନେକ ନିଷ୍ପତ୍ତି ନିଆଯାଉଛି। ସବୁବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ସରକାର। ବିକାଶ କ୍ଷେତ୍ରରେ…