Odisha Link
Bridging the Missing Links in Odisha
Daily Archives

March 19, 2024

ବିହାରରେ ଆସନ ବୁଝାମଣା; ପଦ ଛାଡ଼ିଲେ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ବିହାରରେ ଆସନ ବୁଝାମଣା ହୋଇଛି। ହେଲେ ତାଙ୍କ ଦଳକୁ ଗୋଟିଏ ବି ଆସନ ମିଳିନାହିଁ। ତେଣୁ ସେ ଏନଡିଏ ଛାଡିବା ସହିତ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବିହାରରେ ବିଜେପି ୧୭ଟି ଲୋକସଭା ଆସନ, ଜେଡିୟୁ…

ନିର୍ବାଚନୀ କସରତ; ଉମରକୋଟରେ ପହଞ୍ଚିଲେ…

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଅନ୍ତ ଘଟିଲା। ଗଣତନ୍ତ୍ରର ମହାପର୍ବ ପାଇଁ ଘୋଷଣା ହେଲା ତାରିଖ। ୨୦୨୪ ଲୋକସଭା ଓ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ସାରା ଦେଶରେ ଚଳିତଥର ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧ ପର୍ଯ୍ୟନ୍ତ…

ଖଣି ଦୁର୍ନୀତି ମାମଲା: ପୁଣି ଇଡିରେ ଦୀପକ…

ଓଏଲ୍‌ ବ୍ୟୁରୋ: ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ପୁଣି ଇଡିରେ ହାଜର ହେଲେ ଦୀପକ ଗୁପ୍ତା। ଖଣି ଦୁର୍ନୀତି ମାମଲାରେ ଦୀପକ ଗୁପ୍ତାଙ୍କୁ ଘନ ଘନ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୧୮ଶହ କୋଟିର ଖୋଳତାଡ କରୁଛି ଇଡିର ସ୍ୱତନ୍ତ୍ର ଟିମ୍। ଦୁଇ ସପ୍ତାହ ତଳେ କୋଲକାତା ଓ ଓଡିଶାର ମୋଟ ୧୨ଟି ସ୍ଥାନରେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା…

ଓଏଲ୍‌ ବ୍ୟୁରୋ: ନବରଙ୍ଗପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ପରୀକ୍ଷା ପାଇଁ ଯିବାବେଳେ ଦୁର୍ଘଟଣା ହୋଇଥିବାବେଳେ ଛାତ୍ରଙ୍କ ଜୀବନ ଚାଲିଯାଇଛି। ଅଜଣା ଗାଡ଼ି ଧକ୍କାରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ପାପଡ଼ାହାଣ୍ଡି ମୃଗ ବିହାର ନିକଟରେ ସଡ଼କ…

ବନ କର୍ମଚାରୀଙ୍କୁ ଶିକାରୀର ଗୁଳିମାଡ଼;…

ଓଏଲ୍‌ ବ୍ୟୁରୋ: ବନ କର୍ମଚାରୀଙ୍କୁ ଶିକାରୀର ଗୁଳିମାଡ଼ ହୋଇଛି। ନୀଳଗିରିରେ ଶିକାରୀ ଗୁଳିରେ ୨ ବନ କର୍ମଚାରୀ ଗୁରୁତର ହୋଇଥିବାବେଳେ ୧ ଆହତ ହୋଇଛନ୍ତି। ପଞ୍ଚଲିଙ୍ଗେଶ୍ବର ବିଟ୍‌ ଅଞ୍ଚଳରେ ବନ କର୍ମଚାରୀ-ଶିକାରୀ ମୁହାଁମୁହିଁ ହୋଇଥିଲେ। ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଗୁଳିମାଡ଼ କଲେ ଶିକାରୀ।…

ସରିଲା ମାଆ ମଝିଘରିଆଣୀଙ୍କ ମନ୍ଦିରର…

ଓଏଲ୍‌ ବ୍ୟୁରୋ: ସରିଲା ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିରର ହୁଣ୍ଡିର ଗଣତି। ମନ୍ଦିର ପରିସରରେ ଥିବା ୯ଟି ଦାନ ବାକ୍ସରୁ ନଗଦ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା ମିଳିଛି। ସେହିପରି ୬୨ ଗ୍ରାମ ସୁନା, ରୂପା ୨ କେଜି ୩୦୦ ଗ୍ରାମ ଓ ୬୬ଟି ବିଦେଶୀ ମୁଦ୍ରା ହୁଣ୍ଡିରୁ ମିଳିଛି। ଏହାଛଡା ଅଚଳ…

ବଡ଼ ଧରଣର ଏନ୍‌କାଉଣ୍ଟର: ୪ ନକ୍ସଲ ନିହତ

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ଗଡ଼ଚିରୋଲିରେ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି। ୪ ନକ୍ସଲଙ୍କ ମୃତଦେହ ଉଦ୍ଧାର ହେବା ସହ ବିପୁଳ ବିସ୍ଫୋରକ ଜବତ କରାଯାଇଛି। ଏକେ ୪୭ ସହ ଦୁଇଟି ଦେଶୀ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି। ନିହତ ୪ ନକ୍ସଲଙ୍କ ନାଁରେ ୩୬ ଲକ୍ଷର…

ତାତିରୁ ମିଳିଲା ତ୍ରାହି; ରାଜ୍ୟର…

ଓଏଲ୍‌ ବ୍ୟୁରୋ: ଉପାନ୍ତରୁ ଉପକୂଳ ସବୁଠି ଗ୍ରୀଷ୍ମପ୍ରବାହ ରାଜ୍‌ କରୁଥିବାବେଳେ ହଠାତ କାଳବୈଶାଖୀର ପ୍ରଭାବ ଅସହ୍ୟ ତାତିରୁ ମୁକ୍ତି ଦେଇଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୩୭ ଡ଼ିଗ୍ରୀ ଛୁଇଁଯାଇଥିଲା। ଏହା ପରେ କାଳବୈଶାଖୀ କାରଣରୁ ବର୍ଷା ସହ ପବନ ପ୍ରଭାବରେ ତାତିରୁ ତ୍ରାହି…