Odisha Link
Bridging the Missing Links in Odisha

ଟଙ୍କା ହଡ଼ପ ପଡ଼ିଲା ମହଙ୍ଗା; ବନ୍ଧା ହେଲେ ଦାରିଙ୍ଗବାଡ଼ି ବିଇଓ

ଓଏଲ୍‌ ବ୍ୟୁରୋ: ଟଙ୍କା ହଡ଼ପ କରି ଧରାପଡ଼ିଲେ ବିଇଓ। କନ୍ଧମାଳ ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କର ଗିରଫ ହୋଇଛନ୍ତି। ନ୍ୟାସନାଲ ପେନସନ ସିଷ୍ଟମ ବା ଏନପିଏସରୁ ୨୦ଲକ୍ଷ ହଡ଼ପ କରିଥିବା ଅଭିଯୋଗ ରହିଛି। ଏନପିଏସ ଟଙ୍କା ନେଇ ସେୟାର ମାର୍କେଟରେ ଲଗାଇଥିଲେ। ଘଟଣା ଜଣାପଡ଼ିବା ପରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।

Leave A Reply

Your email address will not be published.