Odisha Link
Bridging the Missing Links in Odisha

ଭୂକମ୍ପରେ ଥରିଲା ମହାରାଷ୍ଟ୍ର, ରିକ୍ଟର ସ୍କେଲରେ ତୀବ୍ରତା ୪.୫ ରେକର୍ଡ

ଓଏଲ୍‌ ବ୍ୟୁରୋ: ଭୂକମ୍ପରେ ଥରିଲା ମହାରାଷ୍ଟ୍ର। ସକାଳୁ ସକାଳୁ ଭୂକମ୍ପରେ ଥରିଲା ମହାରାଷ୍ଟ୍ର। ହିଂଗୋଲିରେ ୧୦ ମିନିଟରେ ଲଗାତାର ୨ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ଓ ୩.୬ ରେକର୍ଡ କରାଯାଇଛି।

Leave A Reply

Your email address will not be published.