Odisha Link
Bridging the Missing Links in Odisha

ଅଧିନାୟକ ପଦ ଛାଡ଼ିଲେ ଧୋନି

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪। ତାପୂର୍ବରୁ ଆସିଛି ବଡ଼ ଖବର। ୫ଥରର ଆଇପିଏଲ୍‌ ଟାଇଟଲ ବିଜେତା ଚେନ୍ନାଇ ସୁପର କିଙ୍ଗସ୍‌ର ମଙ୍ଗ ଧରିବେ ଯୁବ ବ୍ୟାଟସମ୍ୟାନ୍‌ ଋତୁରାଜ ଗାଏକଓ୍ବାଡ। ସେ ମହେନ୍ଦ୍ର ସିଂ ଧୋନିଙ୍କ ବଦଳରେ ସିଏସ୍‌କେର ଅଧିନାୟକ ହେବେ ବୋଲି ଚେନ୍ନାଇ ସୁପର କିଙ୍ଗସ୍‌ ପକ୍ଷରୁ ସୂଚନା ମିଳିଛି।

ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ଅଧିନାୟକ ପଦ ଛାଡ଼ିଲେ ଧୋନି। ଆସନ୍ତାକାଲି ଉଦଘାଟନୀ ମ୍ୟାଚ୍‌ ପୂର୍ବରୁ ଅଧିନାୟକ ପଦ ଛାଡ଼ିଲେ। ଧୋନିଙ୍କ ସ୍ଥାନରେ ରୁତୁରାଜ ଗାଏକ୍ବାଡ୍ ଅଧିନାୟକ ହେବେ। ଧୋନିଙ୍କ ନେତୃତ୍ବରେ ୫ଥର ଚେନ୍ନାଇ ଟାଇଟଲ ଜିତିଛି।

Leave A Reply

Your email address will not be published.