Odisha Link
Bridging the Missing Links in Odisha

ଧୋନି ହଟିଲେ; ଋତୁରାଜ ସିଏସ୍‌କେର ନୂଆ ଅଧିନାୟକ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪। ତାପୂର୍ବରୁ ଆସିଛି ବଡ଼ ଖବର। ୫ଥରର ଆଇପିଏଲ୍‌ ଟାଇଟଲ ବିଜେତା ଚେନ୍ନାଇ ସୁପର କିଙ୍ଗସ୍‌ର ମଙ୍ଗ ଧରିବେ ଯୁବ ବ୍ୟାଟସମ୍ୟାନ୍‌ ଋତୁରାଜ ଗାଏକଓ୍ବାଡ। ସେ ମହେନ୍ଦ୍ର ସିଂ ଧୋନିଙ୍କ ବଦଳରେ ସିଏସ୍‌କେର ଅଧିନାୟକ ହେବେ ବୋଲି ଚେନ୍ନାଇ ସୁପର କିଙ୍ଗସ୍‌ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.