Odisha Link
Bridging the Missing Links in Odisha

ରାଉରକେଲା ପୁଲିସକୁ ବଡ଼ ସଫଳତା; ସାଇବର ଗ୍ୟାଙ୍ଗର ୧୦ ଅଭିଯୁକ୍ତ ଗିରଫ

ଓଏଲ୍‌ ବ୍ୟୁରୋ: ରାଉରକେଲା ପୁଲିସକୁ ବଡ଼ ସଫଳତା ମିଳିଛି। ଅନ୍ତଃରାଜ୍ୟ ସାଇବର ଗ୍ୟାଙ୍ଗର ୧୦ ଅଭିଯୁକ୍ତ ଗିରଫ ହୋଇଛନ୍ତି। ହାଇଦ୍ରାବାଦର ବିମାନ ବନ୍ଦରରୁ ପୁଲିସ ଗିରଫ କରିଛି। ଡେଟିଂ ଆପରେ ଝିଅଙ୍କ ପ୍ରୋଫାଇଲ କରି ଚୂନା ଲଗାଉଥିଲେ। ଗିରଫ ୧୦ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ରହିଛି।