୩ଟି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାଇତ୍ୱ ନେଲେ ୩ ନୂଆ ଡିଜି

ଓଏଲ୍ ବ୍ୟୁରୋ: ନିର୍ବାଚନ ପୂର୍ବରୁ ତିନୋଟି ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ ସଂସ୍ଥାର ୩ ନୂଆ ଡିଜି ନିଯୁକ୍ତ କରାଯାଇଛି। ଏନ୍ଆଇଏ ଓ ଏନଡିଆରଏଫ୍ ନୂଆ ଡିଜି ନିଯୁକ୍ତ ହୋଇଥିବାବେଳେ ଆଇପିଏସ ସଦାନନ୍ଦ ବସନ୍ତ ଏନ୍ଆଇଏର ନୂଆ ଡିଜି ଭାବେ ଦାଇତ୍ୱ ନେଇଛନ୍ତି। ଆଇପିଏସ ପୀୟୂଷ ଆନନ୍ଦ ଏନଡିଆରଏଫର ନୂଆ ଡିଜି ଭାବେ ଦାଇତ୍ୱ ନେଇଥିବାବେଳେ ଆଇପିଏସ ରାଜୀବ କୁମାର ଶର୍ମା ବିପିଆରଡ଼ିର ନୂଆ ଡିଜି ଭାବେ ନିଯୁକ୍ତ ହୋଇଛନ୍ତି।