Odisha Link
Bridging the Missing Links in Odisha

ଆଫଗାନିସ୍ତାନରେ ଭୂକମ୍ପ ଝଟକା; ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରେକର୍ଡ

ଓଏଲ୍‌ ବ୍ୟୁରୋ: ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୪.୨ ରେକର୍ଡ କରାଯାଇଛି। ଏହୀ ଭୂକଂପରେ କଣ କ୍ଷୟ କ୍ଷତି ହୋଇଛି ବିଶେଷ ଭବେ ସାମ୍ନାକୁ ଆସିପାରିନାହିଁ ।

ସୂଚନା ଅନୁସାରେ, ପୂର୍ବରୁ ହିଂଗୋଲିରେ ୧୦ ମିନିଟରେ ଲଗାତାର ୨ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ଓ ୩.୬ ରେକର୍ଡ କରାଯାଇଥିଲା।

Leave A Reply

Your email address will not be published.