Odisha Link
Bridging the Missing Links in Odisha

ସୁରକ୍ଷାକର୍ମୀଙ୍କୁ ସଫଳତା; ୪ ମାଓବାଦୀ ନିହତ

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ରେ କମ୍ବିଂ ବେଳେ ମାଓବାଦୀ-ପୁଲିସ ମୁହାଁମୁହିଁ ହୋଇଛନ୍ତି। ବିଜାପୁର ଜିଲ୍ଲାରେ ମାଓବାଦୀ-ପୁଲିସ ଗୁଳି ବିନିମୟ ଜାରି ରହିଛି। ଏହି ସମୟରେ ୪ ମାଓବାଦୀ ନିହତ ହୋଇଛନ୍ତି। ୪ ମାଓବାଦୀ ନିହତ ହେବା ସହ ଇନସାସ ବନ୍ଧୁକ ସହ ଗୁଳିଗୋଳା ଜବତ ହୋଇଛି।

Leave A Reply

Your email address will not be published.