Odisha Link
Bridging the Missing Links in Odisha

ଏନକାଉଣ୍ଟର: ୧୦ ମାଓବାଦୀ ନିପାତ, ୨ ଯବାନ ଆହତ

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର ହୋଇଥିବା ଖବର ସାମ୍ନାକୁ ଆସିଛି। ଏନକାଉଣ୍ଟରରେ ୧୦ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଥିବାବେଳେ ୨ ଯବାନ ଆହତ ହୋଇଛନ୍ତି। ଛତିଶଗଡ଼ କାଙ୍କେର ଜିଲ୍ଲା କଲପର ଜଙ୍ଗଲରେ ଏହି ବଡ଼ ଧରଣର ଏନକାଉଣ୍ଟର ହୋଇଛି। ଏନକାଉଣ୍ଟର ସମୟରେ ଅନେକ ମାଓ ସାମଗ୍ରୀ ସମେତ ଏକେ-୪୭ ଜବତ ହୋଇଛି। ଏବେବି ଛତିଶଗଡ଼ କାଙ୍କେର ଜିଲ୍ଲା କଲପର ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି।

Leave A Reply

Your email address will not be published.