Odisha Link
Bridging the Missing Links in Odisha

ଛତିଶଗଡ଼ ପୁଲିସକୁ ବଡ଼ ସଫଳତା; ୨୬ ମାଓବାଦୀଙ୍କ ଆତ୍ମସମର୍ପଣ

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ପୁଲିସକୁ ବଡ଼ ସଫଳତା ମିଳିଛି। ୨୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଦାନ୍ତେୱାଡ଼ା ପୁଲିସ ନିକଟରେ ଏକାସଙ୍ଗେ ଆତ୍ମସମର୍ପଣ କରିଛନ୍ତି। ୨ ନାବାଳକ, ୫ ମହିଳା ମାଓବାଦିଙ୍କ ସମେତ ୨୬ ଜଣ ଆତ୍ମସମର୍ପଣ କରିଛନ୍ତି। ଜଣେ ମାଓବାଦୀ ନାଁରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବାବେଳେ ୨୬ ଜଣ ଆତ୍ମସମର୍ପଣ କରିଛନ୍ତି।

Leave A Reply

Your email address will not be published.