Odisha Link
Bridging the Missing Links in Odisha

ନନ୍ଦନକାନନରେ କମିଲା ବାଘ ସଂଖ୍ୟା; ଆଖିବୁଜିଲା ‘ସ୍ନେହା’

ଓଏଲ୍‌ ବ୍ୟୁରୋ: ପୁଣି କଲବଲ କଲାଣି ତାତି। ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଛି। ଅସହ୍ୟ ଗରମରେ ଘରୁ ବାହାରିବା ବି ସମ୍ଭବ ହେଉନି। ଏହାରି ଭିତରେ ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି। ନନ୍ଦନକାନନରେ ଧଳା ବାଘୁଣୀ ‘ସ୍ନେହା’ର ମୃତ୍ୟୁ ହୋଇଛି। ୧୪ ବର୍ଷ ବୟସରେ ବାଘୁଣୀର ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ନନ୍ଦନକାନନରେ ମୋଟ ବାଘ ସଂଖ୍ୟା ୨୭କୁ ହ୍ରାସ ପାଇଛି।

Leave A Reply

Your email address will not be published.