Odisha Link
Bridging the Missing Links in Odisha

କଂଗ୍ରେସ ଜାରି କଲା ଆଉ ଏକ ପ୍ରାର୍ଥୀ ତାଲିକା; ଜାଣନ୍ତୁ କାହାକୁ ମିଳିଲା ଟିକେଟ

ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ନିର୍ବାଚନୀ କସରତ। ଏହାରି ମଧ୍ୟରେ ରାଜ୍ୟର ତିନି ପ୍ରମୁଖ ଦଳ ପର୍ଯ୍ୟାୟ କ୍ରମେ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି। ଏହି କ୍ରମରେ କଂଗ୍ରେସ ୧୬ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ ସବୁଠାରୁ ବଡ କଥା ହେଉଛି ନିମାପଡାରୁ ସୁରରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଏହି ଘୋଷଣା ସହ ମୋଟ ୧୯ ଲୋକସଭା ଓ ୧୪୨ ମୋଟ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି।

 

ଜାଣନ୍ତୁ କାହାକୁ ମିଳିଲା ଟିକେଟ…

 

ଝାରସୁଗୁଡା – ଅମିତା ବିଶ୍ୱାଳ

ବଡସାହି – କ୍ଷୀରୋଦ ଚନ୍ଦ୍ର ପାତ୍ର

ସୁକିନ୍ଦା – ବିଭୁ ଭୂଷଣ ରାଉତ

କଣ୍ଟାମାଳ – ଶରତ କୁମାର ପ୍ରଧାନ

କେନ୍ଦ୍ରାପଡା – ସିପ୍ରା ମଲ୍ଲିକ

ରାଜନଗର – ଅଶୋକ ପ୍ରତିହାରୀ

ମହାକାଳପଡା – ଲୋକନାଥ ମହାରଥୀ

ନିମାପଡା – ସିଦ୍ଧାର୍ଥ ରାଉତରାୟ

ପିପିଲି – ଜ୍ଞାନ ରଞ୍ଜନ ପଟ୍ଟନାୟକ

ଜୟଦେବ – କୃଷ୍ଣ ସଗରିଆ

ଖୋର୍ଦ୍ଧା – ସୋନାଲୀ ସାହୁ

ଚିଲିକା – ପ୍ରଦୀପ କୁମାର ସ୍ୱାଇଁ

ଖଣ୍ଡପଡା – ମନୋଜ କୁମାର ପ୍ରଧାନ

ଦଶପଲ୍ଲା – ନକୁଳ ନାୟକ

କବିସୂର୍ଯ୍ୟ ନଗର – ସଞ୍ଜୟ କୁମାର ମଣ୍ଡଳ

ଗୋପାଳପୁର – ଶ୍ୟାମ ସୁନ୍ଦରଘର ସାହୁ

Leave A Reply

Your email address will not be published.