Odisha Link
Bridging the Missing Links in Odisha

୧୪୧ ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି; ଜାଣନ୍ତୁ ଏଯାବତ କାହାକୁ ମିଳିଛି ଟିକେଟ..

ଓଏଲ୍‌ ବ୍ୟୁରୋ: କମ୍ପୁଛି ନିର୍ବାଚନ ମୈଦାନ। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି।

ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ଓ କଂଗ୍ରେସ ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ ଏ ଯାଏଁ କୌଣସି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ। ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ପରେ ବିଭିନ୍ନ ରାଜନୈତିକ ଦଳ ନିଜର ଶକ୍ତି ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଏଯାବତ ୧୪୧ ଆସନରେ ପ୍ରାର୍ଥୀ ଘୋଷଣା କଲାଣି ବିଜେଡି। ଆଉ ୬ଟି ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ରହିଛି। ଖୋର୍ଦ୍ଧା, ବେଗୁନିଆ, ଖଣ୍ଡପଡ଼ା, କୋରେଇ, ଭୋଗରାଇ, ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି।

୧.ରାଉରକେଲା-ସାରଦା ପ୍ରସାଦ ନାୟକ
୨.କଟକ-ବାରବାଟୀ- ପ୍ରକାଶ ଚନ୍ଦ୍ର ବେହେରା
୩.ସାଲେପୁର- ପ୍ରଶାନ୍ତ ବେହେରା
୪.ଜୟଦେବ- ନବ କିଶୋର ମଲ୍ଲିକ
୫.ବୀରମିତ୍ରପୁର- ରାେହିତ ଜୋସେଫ ତିର୍କୀ
୬.ରେଙ୍ଗାଲି- ସୁଦର୍ଶନ ହରିପାଲ
୭.ରାଇରଙ୍ଗପୁର- ରାଇସିଂ ମୁର୍ମୁ
୮.ବାଲେଶ୍ବର- ସ୍ବରୂପ ଦାସ
୯.କେନ୍ଦୁଝର- ମୀନା ମାଝି

୧୦.ବ୍ରଜରାଜନଗର- ଅଳକା ମହାନ୍ତି
୧୧.ଝାରସୁଗୁଡ଼ା- ଦୀପାଳି ଦାସ
୧୨.ତଳସରା- ବିଜୟ ଟପ୍ପୋ
୧୩.ସୁନ୍ଦରଗଡ଼- ଯୋଗେଶ ସିଂହ
୧୪.ରାଜଗାଙ୍ଗପୁର- ଅନୀଲ ବାର୍ଲା
୧୫.ବଡ଼ସାହି- ଅନସୂୟା ପାତ୍ର
୧୬.ଯଶୀପୁର-ଚକ୍ରଧର ହେମ୍ବମ୍ର
୧୭.ଉଦଳା- ଶ୍ରୀନାଥ ସୋରେନ୍
୧୮.ମୋରାଡା-ପ୍ରୀତିନନ୍ଦା କାନୁନଗୋ
୧୯.ସୋର- ମାଧମ ଧଡା
୨୦.ଆଠମଲ୍ଲିକ- ନଳିନୀ ପ୍ରଧାନ
୨୧.ବୀରମହରାଜପୁର- ପଦ୍ମନାଭ ବେହେରା
୨୨.ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ
୨୩.ଫୁଲବାଣୀ- ଜୟଶ୍ରୀ କହଁର
୨୪.ମାହାଙ୍ଗା- ଅଙ୍କିତ ଜେନା
୨୫.ତିର୍ତ୍ତୋଲ- ରମାକାନ୍ତ ଭୋଇ
୨୬.ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି
୨୭.ଭୁବନେଶ୍ବର ଉତ୍ତର- ସୁଶାନ୍ତ ରାଉତ
୨୮.ଏକାମ୍ର ଭୁବନେଶ୍ବର- ଅଶୋକ ପଣ୍ଡା
୨୯.ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ୍ୟ

୩୦.ଭୁବନେଶ୍ବର ମଧ୍ୟ- ଅନନ୍ତ ନାରାୟଣ ଜେନା
୩୧.ଲକ୍ଷ୍ମୀପୁର- ପ୍ରଭୁ ଜାନୀ
୩୨.ତେଲକୋଇ- ମାଧବ ସର୍ଦ୍ଦାର
୩୩.ତାଳଚେର- ବ୍ରଜ ପ୍ରଧାନ
୩୪.ନର୍ଲା- ମନୋରମା ମହାନ୍ତି
୩୫.ବାଲିଗୁଡ଼ା- ଚକ୍ରମଣି କହଁର
୩୬.କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ
୩୭.ରେଢାଖୋଲ- ପ୍ରସନ୍ନ ଆଚାର୍ଯ୍ୟ
୩୮.ସମ୍ବଲପୁର – ରୋହିତ ପୂଜାରୀ
୩୯.ଚିତ୍ରକୋଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ
୪୦.ପଦ୍ମପୁର- ବର୍ଷା ସିଂ ବରିହା
୪୧.କୁଚିଣ୍ଡା- ରାଜେନ୍ଦ୍ର କୁମାର ଛତ୍ରିଆ
୪୨.ସାନଖେମୁଣ୍ଡି- ସୁଲକ୍ଷଣା କୁମାରୀ ଦେବୀ
୪୩.ଜୟପୁର- ଇନ୍ଦିରା ନନ୍ଦ
୪୪.ଦେବଗଡ-ଅରୁନ୍ଧତୀ କୁମାରୀ ଦେବୀ
୪୫.ଅନୁଗୁଳ- ସଂଯୁକ୍ତା ସିଂ
୪୬.ନିମାପଡା – ଦିଲ୍ଲୀପ କୁମାର ନାୟକ
୪୭.ଚିଲିକା- ରଘୁନାଥ ସାହୁ
୪୮.ବଡ଼ଚଣା-ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ
୪୯.କେନ୍ଦ୍ରାପଡ଼ା- ଗଣେଶ୍ବର ବେହେରା
୫୦.ଆନନ୍ଦପୁର- ଅଭିମନ୍ୟୁ ସେଠୀ
୫୧.ସାରସକଣା- ଦେବାଶିଷ ମାରାଣ୍ଡି
୫୨.କରଞ୍ଜିଆ- ବାସନ୍ତୀ ହେମ୍ବ୍ରମ
୫୩.ଚମ୍ପୁଆ- ସନାତନ ମହାକୁଡ଼
୫୪.ରେମୁଣା- ବିଦ୍ୟାସ୍ମିତା ମହାଳିକ
୫୫.ସିମୁଳିଆ- ସୁଭାଷିନୀ ସାହୁ
୫୬.ହିନ୍ଦୋଳ-ମହେଶ ସାହୁ
୫୭.ରଘୁନାଥ ପାଲି- ଅର୍ଚ୍ଚନା ରେଖା ବେହେରା
୫୮.ବାଲିକୁଦା ଏରସମା-ସାରଦା ପ୍ରସନ୍ନ ଜେନା
୫୯.କାକଟପୁର-ତୁଷାରକାନ୍ତି ବେହେରା
୬୦.ବାଙ୍ଗିରିପୋଷି- ରଂଜିତା ମାରାଣ୍ଡି
୬୧.ବରୀ- ବିଶ୍ଵ ରଞ୍ଜନ ମଲ୍ଲିକ

୬୨. ଢେଙ୍କାନାଳ- ସୁଧୀର ସାମଲ
୬୩.କଟକ-ବାରବାଟୀ- ପ୍ରକାଶ ଚନ୍ଦ୍ର ବେହେରା
୬୪. ସାଲେପୁର- ପ୍ରଶାନ୍ତ ବେହେରା
୬୫.ଜୟଦେବ- ନବ କିଶୋର ମଲ୍ଲିକ
୬୬.ବୀରମିତ୍ରପୁର- ରାେହିତ ଜୋସେଫ ତିର୍କୀ
୬୭.ରେଙ୍ଗାଲି- ସୁଦର୍ଶନ ହରିପାଲ
୬୮.ରାଇରଙ୍ଗପୁର- ରାଇସିଂ ମୁର୍ମୁ
୬୯.ବାଲେଶ୍ବର- ସ୍ବରୂପ ଦାସ
୭୦.କେନ୍ଦୁଝର-ମୀନା ମାଝି

୭୧.ବିଷମ କଟକ- ଜଗନ୍ନାଥ ସାରକା
୭୨.ଗୁଣୁପୁର- ରଘୁନାଥ ଗମାଙ୍ଗ
୭୩.ରାୟଗଡା- ଅନୁସୂୟା ମାଝୀ
୭୪.ବରଗଡ- ଦେବେଶ ଆଚାର୍ଯ୍ୟ
୭୫.ବିଜେପୁର- ରୀତା ସାହୁ
୭୬.ଅତାବିରା- ସେହ୍ନାଙ୍ଗିନୀ ଛୁରିଆ
୭୭.ଭଟଲି- ସୁଶାନ୍ତ ସିଂ
୭୮.ଜଳେଶ୍ୱର- ଅଶ୍ୱିନୀ କୁମାର ପାତ୍ର
୭୯.ବସ୍ତା- ସୁବାସିନୀ ଜେନା
୮୦.ଭଣ୍ଡାରୀପୋଖରୀ- ସଞ୍ଜୀବ ମଲ୍ଲିକ
୮୧.ଭଦ୍ରକ- ପ୍ରଫୁଲ ସାମଲ
୮୨.ବାସୁଦେବପୁର- ବିଷ୍ମୁବତ୍ର ରାଉତରାୟ
୮୩.ଧାମନଗର- ଡକ୍ଟର ସଞ୍ଜୟ କୁମାର ଦାସ
୮୪.ଚାନ୍ଦବାଲି- ବ୍ୟୋମକେଶ ରାୟ

୮୫.ବିଞ୍ଝାରପୁର- ପ୍ରମିଳା ମଲ୍ଲିକ
୮୬.ଧର୍ମଶାଳା- ପ୍ରଣବ ବଳବନ୍ତରାୟ
୮୭.ଯାଜପୁର- ସୁଜାତା ସାହୁ
୮୮.ସୁକିନ୍ଦା-ପ୍ରୀତିରଞ୍ଜନ ଘଡେଇ
୮୯.କାମାକ୍ଷାନଗର- ପ୍ରଫୁଲ କୁମାର ମଲ୍ଲିକ
୯୦.ପରଜଙ୍ଗ- ନୃସିଂହ ସାହୁ
୯୧.ପାଲଲହଡା- ମୁକେଶ ପାଲ
୯୨.ଛେଣ୍ଡିପଦା- ସୁଶାନ୍ତ କୁମାର ବେହେରା
୯୩.ସୋନପୁର- ନିରଞ୍ଜନ ପୂଜାରୀ
୯୪.ଲୋଇସିଂହା-ନିହାର ରଞ୍ଜନ ବେହେରା
୯୫.ପାଟଣାଗଡ- ସରୋଜ ମେହେର
୯୬.ବଲାଙ୍ଗୀର-କଳିକେଶ ନାରାୟଣ ସିଂହଦେଓ
୯୭.ଟିଟିଲାଗଡ- ଟୁକୁନି ସାହୁ
୯୮.ଆପଡା- ରାଜେନ୍ଦ୍ର ଢୋଲକିଆ
୯୯.ଉମରକୋଟ- ନବୀନା ନାୟକ
୧୦୦.ଝରିଗାଁ- ରମେଶ ଚନ୍ଦ୍ର ମାଝୀ
୧୦୧.ନବରଙ୍ଗପୁର- କୌଶଲ୍ୟା ପ୍ରଧାନୀ
୧୦୨.ଡାବୁଗାଁ- ମନୋହର ରନ୍ଧାରୀ
୧୦୩.ଲାଞ୍ଜିଗଡ- ପ୍ରଦୀପ କୁମାର ଦିଶାରୀ
୧୦୪.ଜୁନାଗଡ-ଦିବ୍ୟଶଙ୍କର ମିଶ୍ର
୧୦୫.ଧର୍ମଗଡ- ପୁଷ୍ପେନ୍ଦ୍ର ସିଂ ଦେଓ
୧୦୬.ଭବାନୀପାଟଣା- ଲତିକା ନାୟକ
୧୦୭.ଜି ଉଦୟଗିରି- ସାଲୁଗା ପ୍ରଧାନ
୧୦୮.କଣ୍ଟାମାଳ- ମହିଧର ରଣା
୧୦୯.ବୌଦ୍ଧ- ପ୍ରଦୀପ କୁମାର ଅମାତ

୧୧୦.ବଡମ୍ବା- ଦେବୀ ପ୍ରସାଦ ମିଶ୍ର
୧୧୧.ବାଙ୍କୀ- ଦେବୀରଞ୍ଜନ ତ୍ରିପାଠୀ
୧୧୨.ଆଠଗଡ- ରଣେନ୍ଦ୍ର ପ୍ରତାପ ସ୍ୱାଇ
୧୧୩.କଟକ ଚୌଦାର- ସୌଭିକ ବିଶ୍ୱାଳ
୧୧୪.ନିଆଳି- ପ୍ରମୋଦ ମଲ୍ଲିକ
୧୧୫.କଟକ ସଦର- ଚନ୍ଦ୍ରସାରଥୀ ବେହେରା
୧୧୬.ପାଟକୁରା- ଅରବିନ୍ଦ ମହାପାତ୍ର
୧୧୭.ଆଳି- ପ୍ରତାପ ଦେବ
୧୧୮.ରାଜନଗର- ଧ୍ରୁବ ସାହୁ
୧୧୯.ମହାକାଳପଡା- ଅତନୁ ସବ୍ୟସାଚ୍ଚୀ ନାୟକ
୧୨୦.ପୁରୀ- ସୁନୀଲ ମହାନ୍ତି
୧୨୧.ବ୍ରହ୍ମଗିରି- ଉମାକାନ୍ତ ସାମନ୍ତରାୟ
୧୨୨.ସତ୍ୟବାଦୀ- ସଞ୍ଜୟ ଦାସବର୍ମା
୧୨୩.ପିପିଲି-ରୁଦ୍ର ପ୍ରସାଦ ମହାରଥୀ
୧୨୪.ଜଟଣୀ- ବିଭୂତି ବଳବନ୍ତରାୟ
୧୨୫.ରଣପୁର- ସତ୍ୟନାରାୟଣ ପ୍ରଧାନ
୧୨୬.ଦଶପଲ୍ଲା- ରମେଶ ଚନ୍ଦ୍ର ବେହେରା
୧୨୭.ନୟାଗଡ- ଅରୁଣ ସାହୁ

୧୨୮.ଭଞ୍ଜନଗର- ବିକ୍ରମ କେଶରୀ ଆରୁଖ
୧୨୯.ପୋଲସରା- ଶ୍ରୀକାନ୍ତ ସାହୁ
୧୩୦.କବିସୂର୍ଯ୍ୟନଗର- ଲତିକା ପ୍ରଧାନ
୧୩୧.ଛତ୍ରପୁର- ସୁବାଷ ଚନ୍ଦ୍ର ବେହେରା
୧୩୨.ସୋରଡା- ସଂଘମିତ୍ରା ସ୍ୱାଇଁ
୧୩୩.ହିଞ୍ଜିଳି- ନବୀନ ପଟ୍ଟନାୟକ
୧୩୪.ଗୋପାଳପୁର- ବିକ୍ରମ କୁମାର ପଣ୍ଡା
୧୩୫.ଦିଗପହଣ୍ଡି- ବିପ୍ଲବ ପାତ୍ର
୧୩୬.ଚିକିଟି- ଚିନ୍ମୟ ନନ୍ଦ ଶ୍ରୀରୂପଦେବ
୧୩୭.କୋଟପାଡ- ଚନ୍ଦ୍ରଶେଖର ମାଝୀ
୧୩୮.କୋରାପୁଟ- ରଘୁରାମ ପୋଡାଲ
୧୩୯.ମାଲକାନଗିରି- ମାନସ ମାଡକାମୀ
୧୪୦.ଘଶୀପୁର- ବଦ୍ରିନାରାୟଣ ପାତ୍ର
୧୪୧.ପାଟଣା- ଜଗନ୍ନାଥ ନାୟକ

Leave A Reply

Your email address will not be published.