୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡି; ଜାଣନ୍ତୁ କାହାକୁ ମିଳିଲା ଟିକେଟ..

ଓଏଲ୍ ବ୍ୟୁରୋ: କମ୍ପୁଛି ନିର୍ବାଚନ ମୈଦାନ। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ଏହାରି ମଧ୍ୟରେ ବିଜେଡି ୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି।
ଜାଣନ୍ତୁ କାହାକୁ ମିଳିଲା ଟିକେଟ..
ହିନ୍ଦୋଳ-ମହେଶ ସାହୁ
ରଘୁନାଥ ପାଲି- ଅର୍ଚ୍ଚନା ରେଖା ବେହେରା
ବାଲିକୁଦା ଏରସମା-ସାରଦା ପ୍ରସନ୍ନ ଜେନା
କାକଟପୁର-ତୁଷାରକାନ୍ତି ବେହେରା
ବାଙ୍ଗିରିପୋଷି- ରଂଜିତା ମାରାଣ୍ଡି
ବରୀ- ବିଶ୍ଵ ରଞ୍ଜନ ମଲ୍ଲିକ