Odisha Link
Bridging the Missing Links in Odisha

ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ; ନିଆଁ ଲିଭାଇବାକୁ ଉଦ୍ୟମ ଜାରି

ଓଏଲ୍‌ ବ୍ୟୁରୋ: ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ହଦଗଡ଼ ହସ୍ତୀ ଅଭୟାରଣ୍ୟରେ ଜଳୁଛି ଜଙ୍ଗଲ। ହସ୍ତୀ ଅଭୟାରଣ୍ୟରେ ନିଆଁ। କେନ୍ଦୁଝର ହାଟଡିହି ହଦଗଡ଼ ହସ୍ତୀରେ ଲାଗିଛି ନିଆଁ। ବନ ବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ ଜାରି କରାଯାଇଛି। ବନବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ ଜାରି କରାଯାଇଛି ।

Leave A Reply

Your email address will not be published.