Odisha Link
Bridging the Missing Links in Odisha

ଘାଟିରୁ ଖସିଲା ପିକଅପ୍ ଭ୍ୟାନ, ଚାଲିଗଲା ୨ ଜଣଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ସୁନ୍ଦରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଘାଟିରେ ୨୦ ଫୁଟ ତଳକୁ ଖସି ପଡିଲା ଗାଡ଼ି। ଭାରସାମ୍ୟ ହରାଇ ଘାଟିରୁ ଗାଡ଼ି ଖସିବା ଦ୍ୱାରା ଦୁର୍ଘଟଣାରେ ୨ ମହିଳା ଶ୍ରମିକ ମୃତ୍ୟୁ ହୋଇଛି। ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ୯ଜଣ ଶ୍ରମିକଙ୍କୁ ନେଇ ହେମଗିରି ଯାଉଥିଲା ପିକଅପ୍ ଭ୍ୟାନ। ସେହି ସମୟରେ ଭାରସାମ୍ୟ ହରାଇ ଘାଟିରୁ ଗାଡ଼ି ଖସିପଡିଥିଲା।

Leave A Reply

Your email address will not be published.