ନଭେମ୍ବର ପହିଲାରୁ ସଂଗ୍ରହ ହେବ ଖରିଫ ଧାନ, ଆଜିଠୁ ପଞ୍ଜିକରଣ ଆରମ୍ଭ

ଓଏଲ୍ ବ୍ୟୁରୋ: ଆସନ୍ତା ନଭେମ୍ବର ପହିଲାରୁ ସଂଗ୍ରହ ହେବ ଖରିଫ ଧାନ। ଚଳିତ ବର୍ଷ ୨୦୨୪-୨୫ ପାଇଁ ଖରିଫ ଧାନ ସଂଗ୍ରହ ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ଚାଷୀଭାଇମାନେ ୧୫ ଜୁଲାଇରୁ ଅଗଷ୍ଟ ୧୬ ମଧ୍ୟରେ ପଞ୍ଜିକରଣ କରିପାରିବେ। ପଞ୍ଜିକରଣ ନେଇ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି।