ମହାଠକେଇର ମାୟାଜାଲ: ହଂସିକାଙ୍କ ଘର ସମେତ…
ଓଏଲ୍ ବ୍ୟୁରୋ: ମହାଠକ ଅନିଲ ମହାନ୍ତି ଓ ହଂସିକା ଅଭିଲିପ୍ସାଙ୍କ ଘରେ ପଶିଲା ଆୟକର ବିଭାଗ। ଏକାକାଳୀନ ୧୨ଟି ସ୍ଥାନରେ ରେଡ କରୁଛି ଆୟକର ବିଭାଗ। ଘର, ଅଫିସ ସମେତ ଆକାଉଣ୍ଟ ଟ୍ରାଞ୍ଜାକ୍ସନରେ ଚାଲିଛି ଖୋଳତାଡ଼। ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ଚାଲିଛି ରେଡ୍।
ମହାଠକେଇର ମାୟାଜାଲର ଚେର…