Odisha Link
Bridging the Missing Links in Odisha
Daily Archives

February 11, 2025

ଭିଜିଲାନ୍ସ ପଞ୍ଝାରେ ରେମୁଣା ତହସିଲଦାର,…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ଜଣକ ହେଲେ ରେମୁଣା ତହସିଲଦାର ବିଦ୍ୟାଧର ପତି। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏକକକଲିନ ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ଭୁବନେଶ୍ୱର ଓ ବାଲେଶ୍ଵରର ୭ଟି ସ୍ଥାନରେ ଭିଜିଲାନ୍ସ ଦଳ…

ବଜେଟ ଚର୍ଚ୍ଚାର ଆଜି ଅଷ୍ଟମ ଦିନ, ଆଗତ…

ଓଏଲ୍‌ ବ୍ୟୁରୋ: ଚଳିତ ବଜେଟରେ ଇନକମ୍ ଟ୍ୟାକ୍ସ ଉପରେ ସଭିଙ୍କ ନଜର ରହିଥିଲା। ଆଶା କରାଯାଉଥିଲା ଟ୍ୟାକ୍ସ ଦର କମ ହେବ। ତେବେ ବଜେଟ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ ବଡ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ନୂଆ ଇନକମ ଟ୍ୟାକ୍ସ ବିଲ୍ ସଂସଦରେ ଉପସ୍ଥାପନ…

ୱେବ୍‌ସାଇଟ୍‌ରେ ମାଟ୍ରିକ୍‌ ଆଡମିଟ୍‌…

ଓଏଲ୍‌ ବ୍ୟୁରୋ: ଫେବୃଆରୀ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା। ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ୍‌ ପରୀକ୍ଷା। ସମୁଦାୟ ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସମୁଦାୟ ୩୧୪ଟି ନୋଡାଲ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ୩୧୪ଟି ନୋଡାଲ ସେଣ୍ଟର ମଧ୍ୟରୁ ୨୧ଟି ଥାନାରେ କରାଯାଇଛି।…

ଚିନ୍ତାରେ ଗ୍ରାହକ, ସର୍ବକାଳୀନ ରେକର୍ଡ…

ଓଏଲ୍‌ ବ୍ୟୁରୋ: ବଢ଼ିଚାଲିଛି ସୁନା ଦର। ସର୍ବକାଳୀନ ରେକର୍ଡ଼ ଭାଙ୍ଗିଲା ଦର। ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୦,୦୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୭ ହଜାର ୯୩୦ ଟଙ୍କା ରହିଛି। ସୁନାର ଏହି ଦର…

ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ଼ କଲା…

ଓଏଲ୍‌ ବ୍ୟୁରୋ: ଗାଡ଼ି ଚାଳକଙ୍କ ପାଇଁ ବଡ ଖବର ସାମ୍ନାକୁ ଆସିଛି। ଗାଡ଼ି ବୀମା ନଥିବା ଗାଡ଼ି ଚାଳକ ପଡିପାରନ୍ତି ଅସୁବିଧାରେ, କାହିଁକି ନା ରାଜ୍ୟରେ ଗାଡ଼ିର ବୀମା ଯାଞ୍ଚ ଆରମ୍ଭ ହୋଇଛି। ଗତକାଲିଠୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେଉଛି। ୮ସପ୍ତାହ ଧରି କଡ଼ାକଡ଼ି ଭାବେ ଚାଲିବ ଯାଞ୍ଚ। ନିୟମରେ ଉଲ୍ଲଂଘନ…

ଆଜିଠୁ ଯୋରନ୍ଦା ମେଳା, ଶୂନ୍ୟ ମନ୍ଦିରରେ…

ଓଏଲ୍‌ ବ୍ୟୁରୋ: ସଜେଇ ହୋଇଛି ଢ଼େଙ୍କାନାଳର ଯୋରନ୍ଦା ସ୍ଥିତ ମହିମାଗାଦି, ଏହା ମହିମା ଧର୍ମର ମୁଖ୍ୟପୀଠ। ଆଜିଠୁ ଢେଙ୍କାନାଳରେ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା। ଏଠାରେ ମହଣ ମହଣ ଘିଅରେ ବିଶ୍ୱର କଲ୍ୟାଣ ପାଇଁ ଜଳିବ ଝାଡ଼ ଦୀପ। ଯୋରନ୍ଦା ସ୍ଥିତ ଏହି ମହିମା ଗାଦିରେ ଚଳିତ ବର୍ଷ ୧୫୨ ତମ ‘ଯୋରନ୍ଦା ମାଘ…

ଗଜଉଦ୍ଧାରଣ ବେଶରେ ଦର୍ଶନ ଦେବେ…

ଓଏଲ୍ ବ୍ୟୁରୋ: ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଅନୁଷ୍ଠିତ ହେବ ଗଜଉଦ୍ଧାରଣ ବେଶ। ଏଣୁ ଶ୍ରୀମନ୍ଦିରରେ ଆସନ୍ତାକାଲି ୧୨ ତାରିଖ ଓ ତା ପରଦିନ ଗୁରୁବାର ୧୩ ତାରିଖ ଦୁଇ ଦିନ ବିଶେଷ ନୀତି ଅନୁଷ୍ଠିତ ହେବ। ନିତିକାନ୍ତିକୁ ଦୃଷ୍ଟିରୁ ରଖି ୧୨ ଓ ୧୩ ତାରିଖ ଦିନ ପାଇଁ ରତ୍ନଭଣ୍ଡାର ମରାମତି…