୨ ହଜାର ସରକାରୀ ସ୍କୁଲରେ ନାହାନ୍ତି…
ଓଏଲ୍ ବ୍ୟୁରୋ: ରାଜ୍ୟର ମୋଟ ୨୧୫୮ ଗୋଟି ସରକାରୀ ହାଇସ୍କୁଲ କାମଚଳା ପ୍ରଧାନ ଶିକ୍ଷକଙ୍କ ଦ୍ବାରା ପରିଚାଳିତ ହେଉଛି। ଗତ ନଭେମ୍ବର ୧୧ ତାରିଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଅନ୍ତରୀଣ ରହିତାଦେଶ ବଳବତ୍ତର ଥିବା ଯୋଗୁ ରାଜ୍ୟରେ ଖାଲି ପଡିଥିବା Senior SES ପ୍ରଧାନ ଶିକ୍ଷକ ପଦବୀ ପୂରଣ…