Odisha Link
Bridging the Missing Links in Odisha
Daily Archives

May 13, 2025

ପ୍ରକାଶ ପାଇଲା ସିବିଏସ୍ଇ ଦଶମ ପରୀକ୍ଷା…

ଓଏଲ୍‌ ବ୍ୟୁରୋ: ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ ପରେ ପ୍ରକାଶ ପାଇଲା ସିବିଏସ୍ଇ ଦଶମ ପରୀକ୍ଷା ଫଳ। ୱେବସାଇଟରେ ଉପଲବ୍ଧ ହେଲା ରେଜଲ୍ଟ। ଫଳାଫଳ ଜାଣିବା ପାଇଁ ଛାତ୍ରୀଛାତ୍ରମାନେ cbse.nic.in ଓ cbseresults.nic.in ରେ ଲଗ୍‌ ଇନ୍‌ କରିପାରିବେ। ଦେଶରେ ସିବିଏସ୍ଇ ଦ୍ୱାଦଶ ପାସ୍ ହାର ୯୩.୬୬ ପ୍ରତିଶତ…

ରାଜଧାନୀରେ ସ୍ୱାଭାବିକ ହେଲା ‘ଆମ ବସ୍‌’…

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ‘ଆମ ବସ୍‌’ ସେବା ସ୍ୱାଭାବିକ ହୋଇଛି। କ୍ରୁଟ ଅଧିକାରୀ, ଆମ ବସ କର୍ତ୍ତୃପକ୍ଷ ଓ ପୁଲିସ ଉପସ୍ଥିତିରେ ସରିଲା ଆଲୋଚନା। ଆଲୋଚନା ଶେଷ ହେବା ପରେ ଆନ୍ଦୋଳନରୁ ହଟିଲେ ବସ କର୍ମଚାରୀ। ବସ ଚଳାଚଳ ଏବେ ରାଜଧାନୀରେ ସ୍ବାଭାବିକ ହୋଇଛି। ସୂଚନା ଅନୁସାରେ, ଡିପୋରେ ବସ୍ ଠିଆ କରି…

ଆଣ୍ଡାମାନ ଛୁଇଁଲା ମୌସୁମୀ, ସୂଚନା ଦେଲା…

ଓଏଲ୍‌ ବ୍ୟୁରୋ: ଆଣ୍ଡାମାନ ସାଗରରେ ପାଦ ଥାପିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଣ୍ଡାମାନ ସାଗର ସମେତ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଉତ୍ତର ଆଣ୍ଡାମାନ ସାଗରରର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା…

ପ୍ରକାଶ ପାଇଲା ସିବିଏସ୍ଇ ରେଜଲ୍ଟ:…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ। ୱେବସାଇଟରେ ଉପଲବ୍ଧ ହେଲା ରେଜଲ୍ଟ। ଫଳାଫଳ ଜାଣିବା ପାଇଁ ଛାତ୍ରୀଛାତ୍ରମାନେ cbse.nic.in ଓ cbseresults.nic.in ରେ ଲଗ୍‌ ଇନ୍‌ କରିପାରିବେ। ଚଳିତବର୍ଷ ପାସ୍ ହାର ୮୮.୩୯ ପ୍ରତିଶତ ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର…

ପହଲଗାମ ହମଲା: ୩ ପାକ୍‌ ଆତଙ୍କୀଙ୍କ…

ଓଏଲ୍‌ ବ୍ୟୁରୋ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିବା ୩ ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ଜାରି ହୋଇଛି। ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ଜାରି କଲା ସୁରକ୍ଷା ଏଜେନ୍ସୀ। ଜମ୍ମୁ କଶ୍ମୀର ସୋପିଆନ ଜିଲ୍ଳାର ବିଭିନ୍ନ ସ୍ଥାନରେ ପୋଷ୍ଟର ଦେଖିବାକୁ ମିଳିଛି। ଆତଙ୍କୀଙ୍କ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର…

ସିବିଏସ୍ଇ ଦ୍ଵାଦଶ ପରୀକ୍ଷା ଫଳ…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ। ୱେବସାଇଟରେ ଉପଲବ୍ଧ ହେଲା ରେଜଲ୍ଟ। ଫଳାଫଳ ଜାଣିବା ପାଇଁ ଛାତ୍ରୀଛାତ୍ରମାନେ cbse.nic.in ଓ cbseresults.nic.in ରେ ଲଗ୍‌ ଇନ୍‌ କରିପାରିବେ। ଚଳିତବର୍ଷପାସ୍ ହାର ୮୮.୩୯ ପ୍ରତିଶତ ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର…

ପ୍ରକାଶ ପାଇଲା ସିବିଏସ୍ଇ ପରୀକ୍ଷା ଫଳ,…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ। ୱେବସାଇଟରେ ଉପଲବ୍ଧ ହେଲା ରେଜଲ୍ଟ। ଫଳାଫଳ ଜାଣିବା ପାଇଁ ଛାତ୍ରୀଛାତ୍ରମାନେ cbse.nic.in ଓ cbseresults.nic.in ରେ ଲଗ୍‌ ଇନ୍‌ କରିପାରିବେ। ଚଳିତବର୍ଷପାସ୍ ହାର ୮୮.୩୯ ପ୍ରତିଶତ ରହିଛି।

ଆଜି ପ୍ରକାଶ ପାଇବ CBSE ରେଜଲ୍ଟ,…

ଓଏଲ୍‌ ବ୍ୟୁରୋ: ଆଜି ପ୍ରକାଶ ପାଇବ CBSE ରେଜଲ୍ଟ। ଚଲିତ ଥର ୪୨ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ୨୪ ଲକ୍ଷ ୧୨ ହଜାର ପିଲା ଦଶମ ପରୀକ୍ଷା ଦେଇଥିବାବେଳେ ୧୭ଲକ୍ଷ ୮୮ହଜାର ପିଲା ଦ୍ବାଦଶ ପରୀକ୍ଷା ଦେଇଛନ୍ତି। cbse.gov.in , cbseresults.nic.in ଏବଂ results.cbse.gov.in ସାଇଟକୁ…

୨୪ ଘଣ୍ଟାରେ ଆଣ୍ଡାମାନ ଛୁଇଁବ ମୌସୁମୀ,…

ଓଏଲ୍‌ ବ୍ୟୁରୋ: ମେ’ ମାସ ଆରମ୍ଭରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଆଜି ଆଣ୍ଡାମାନ ଛୁଇଁବ ମୌସୁମୀ। ୧୩ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ପ୍ରବେଶ କରିବ ମୌସୁମୀ ବାୟୁ। ଆଣ୍ଡାମାନ ସାଗର ଓ ଦକ୍ଷିଣ ବଙ୍ଗୋପସାଗରକୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର…

ରାଜଧାନୀରେ ‘ଆମ ବସ୍‌’ ସେବା ବନ୍ଦ,…

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ‘ଆମ ବସ୍‌’ ସେବା ବନ୍ଦ ରହିଛି। ଡିପୋରେ ବସ୍ ଠିଆ କରି ଆନ୍ଦୋଳନରେ ବସିଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର। ବିନା କାରଣରେ ଲୋକମାନେ ଅନେକ ସମୟରେ ଡ୍ରାଇଭର ଓ କଣ୍ଡକ୍ଟରକୁ ମାଡ଼ ମାରିବା ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି 'ଆମ ବସ୍' କର୍ମଚାରୀ। ରାଜ୍ୟ ସରକାର ସୁରକ୍ଷା ଦେଲେ ଆମେ…