ଅନିତା ଆନନ୍ଦ ହେଲେ କାନାଡ଼ା ବୈଦେଶିକ…
ଓଏଲ୍ ବ୍ୟୁରୋ: ଭାରତ ପାଇଁ ଗର୍ବ। ଭାରତୀୟ ବଂଶୋଦ୍ଭବ ଅନିତା ଆନନ୍ଦ ହେଲେ କାନାଡ଼ା ବୈଦେଶିକ ମନ୍ତ୍ରୀ। ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମନ୍ତ୍ରିପରିଷଦରେ ସ୍ଥାନ ପାଇଲେ ଅନିତା। ପୂର୍ବରୁ ଅନିତା ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଗୀତାରେ ହାତ ରଖି ନୂତନ ବୈଦେଶିକ ମନ୍ତ୍ରୀ…