Odisha Link
Bridging the Missing Links in Odisha

ଗ୍ରାହକଙ୍କୁ ଆଶ୍ୱସ୍ତି: କମିଲା ସୁନା ଦର, ଗ୍ରାମ୍‌କୁ ଏତିକି ଟଙ୍କା..

ଓଏଲ୍‌ ବ୍ୟୁରୋ: ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର। ପୁଣି କମିଲା ସୁନା ଦର। ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୬,୦୬୦ ଟଙ୍କା ରହିଛି। ଗତକାଲି ୯୬,୬୦୦ ଟଙ୍କା ଥିଲା। ଏଥିରେ ୫୪୦ ଟଙ୍କା ହ୍ରାସ ହୋଇଛି। ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୮୮,୦୫୦ ଟଙ୍କା ରହିଛି। ଗତକାଲି ଏହା ୮୮,୫୫୦ ଥିଲା। ଏଥିରେ ୫୦୦ ଟଙ୍କା ହ୍ରାସ ହୋଇଛି। ସେହିଭଳି ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୨,୦୪୦ ଟଙ୍କା ରହିଛି। ଗତକାଲି ୭୨,୪୫୦ ଟଙ୍କା ଥିଲା। ଏଥିରେ ୪୧୦ ଟଙ୍କା ହ୍ରାସ ହୋଇଛି। ରୁପା ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ।

Leave A Reply

Your email address will not be published.