୧୬ ଆଇଏଏସ୍ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି By Sephali Priyadarshini On May 16, 2025 ଓଏଲ୍ ବ୍ୟୁରୋ: ରାଜ୍ୟ ସରକାରରେ କାର୍ଯ୍ୟରତ ୧୬ ଜଣ ୧୬ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି। ୧୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ଅତିରିକ୍ତ ସଚିବ ପଦବୀକୁ ପଦୋନ୍ନତି ମିଳିଛି। Share