ଭୁଜ୍ ଏୟାର ବେସ୍ରେ ପ୍ରତିରକ୍ଷା…
ଓଏଲ୍ ବ୍ୟୁରୋ: ଗୁଜରାଟ ଭୁଜ୍ ଏୟାର ବେସ୍ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏୟାରବେସ୍ରେ ବାୟୁ ସେନା ଯୋଦ୍ଧାଙ୍କୁ ଭେଟିଲେ ରାଜନାଥ ସିଂ। ଭୁଜ୍ ଗସ୍ତକରି ପାକିସ୍ତାନକୁ ବଡ଼ ବାର୍ତ୍ତା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଭୁଜ୍ ଏୟାର ବେସ୍କୁ ଉଡ଼ାଇଥିବା ଦାବି କରିଥିଲା ପାକିସ୍ତାନ।…