ବନ୍ଧା ହେଲେ ED ଡେପୁଟି ଡାଇରେକ୍ଟର,…
ଓଏଲ୍ ବ୍ୟୁରୋ: ଇଡିର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ବାନ୍ଧିଲା CBI। ଢେଙ୍କାନାଳର ଜଣେ ବ୍ୟବସାୟୀ ରତିକାନ୍ତ ରାଉତ ଜିନୁଙ୍କ ଠାରୁ ଲାଞ୍ଜ ନେବା ବେଳେ Ed ର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଛି CBI। ଏକ ମାମଲାକୁ ରଫାଦଫା କରିବାକୁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା।…