Odisha Link
Bridging the Missing Links in Odisha

ପ୍ରକାଶ ପାଇଲା JEE ଆଡ୍‌ଭାନ୍ସ ରେଜଲ୍ଟ, ହଂସ ଦାରୁକା ଓଡ଼ିଶା ଟପ୍ପର

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା JEE ଆଡ୍‌ଭାନ୍ସ ୨୦୨୫ ପରୀକ୍ଷା ଫଳ। ଚଳିତବର୍ଷ ୧ ଲକ୍ଷ ୮୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ହଂସ ଦାରୁକା JEE ଆଡ୍‌ଭାନ୍ସ ୨୦୨୫ର ଓଡ଼ିଶା ଟପ୍ପର। ଚଳିତବର୍ଷ ୧ ଲକ୍ଷ ୮୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଅଲ୍‌ ଇଣ୍ଡିଆ ରାଙ୍କ ୩୯ ରଖି ଟପ୍ପର ହୋଇଛନ୍ତି ହଂସ ଦାରୁକା। ଛାତ୍ରଛାତ୍ରୀ http://jeeadv.ac.inରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଦେଖିପାରିବେ।