Odisha Link
Bridging the Missing Links in Odisha

ପୁରୀରୁ ଅଯୋଧ୍ୟାକୁ ଗଡ଼ିଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍

ଓଏଲ୍‌ ବ୍ୟୁରୋ: ପୁରୀ ସହ ଯୋଡ଼ି ହେବ ଦେଶର ତୀର୍ଥକ୍ଷେତ୍ର। ପୁରୀରୁ ଗଡ଼ିଲା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍। ଅଯୋଧ୍ୟା, ଉଜ୍ଜୈନ୍, ତିରୁପତି, ରାଇଘରକୁ ଆଜି ପୁରୀରୁ ଗଡ଼ିଛି ବସ୍। ସେହିପରି ଭୁବନେଶ୍ବରରୁ ହାଇଦ୍ରାବାଦ୍, ବିଶାଖାପାଟନମକୁ ଗଡ଼ିବ OSRTC ବସ୍। ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍’ର ଶୁଭାରମ୍ଭ ହୋଇଛି।