Odisha Link
Bridging the Missing Links in Odisha

ଆଜି ବ୍ରହ୍ମପୁର ଗସ୍ତରେ ମୁଖ୍ୟମନ୍ତ୍ରୀ, ୫ଟି ଶିଳ୍ପ ଅନୁଷ୍ଠାନର ଭିତ୍ତିପ୍ରସ୍ତର କରିବେ ସ୍ଥାପନ

ଓଏଲ୍‌ ବ୍ୟୁରୋ: ଆଜି ବ୍ରହ୍ମପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଛତ୍ରପୁରରେ ୫ଟି ଶିଳ୍ପ ଅନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ରମ୍ଭାରେ ୪୧ଟି ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ। ଲାଞ୍ଜିପଲ୍ଲୀରେ ତାରା ଦେବୀ ମା’ଙ୍କ ଯାତ୍ରା ଦେଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।