Odisha Link
Bridging the Missing Links in Odisha
Daily Archives

June 11, 2025

୨୮ରୁ ରତ୍ନଭଣ୍ଡାର ମରାମତି, ସୂଚନା ଦେଲେ…

ଓଏଲ୍‌ ବ୍ୟୁରୋ: ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ଯାତ୍ରା ପୂର୍ବରୁ ରତ୍ନଭଣ୍ଡାର ମରାମତି କାମ ଶେଷ କରିବାକୁ ଚେଷ୍ଟା ଚାଲିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିବାବେଳେ ଏବେ ଯାଏଁ ଶେଷ ହୋଇନି। ତେବେ ରଥଯାତ୍ରା ପରଦିନ ୨୮ରୁ ପୁଣି ରତ୍ନଭଣ୍ଡାର ମରାମତି…

ସମୁଦ୍ର କୂଳରେ ୧୦୮ ଗରା ପାଣି,…

ଓଏଲ୍‌ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ସମୁଦ୍ର କୂଳରେ ମହାପ୍ରଭୁଙ୍କ ସ୍ନାନଯାତ୍ରାର ସ୍ୱତନ୍ତ୍ର ବାଲୁକାକୃତି କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ୧୦୮ ଗରା ପାଣି ସହ ଚତୁର୍ଦ୍ଧା ମୂର୍ତ୍ତି ଆଙ୍କିଛନ୍ତି। ସୁନା କୂଅରୁ ଗରା ଗରା ପାଣି ଆଣି…

ଦିବ୍ୟସ୍ନାନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ…

ଓଏଲ୍‌ ବ୍ୟୁରୋ: ଲୋକାରଣ୍ୟ ବଡ଼ଦାଣ୍ଡ। ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଆରମ୍ଭ ହେଲା ଚାରି ଠାକୁରଙ୍କ ମହାସ୍ନାନ ନୀତି। ସୁନା କୂଅରୁ ଗରା ଗରା ପାଣି ଆଣି ମହାପ୍ରଭୁଙ୍କୁ ସ୍ନାନ କରାଉଛନ୍ତି ସେବାୟତ। ପୂଜାପଣ୍ଡା ସାମନ୍ତ ଠାକୁରଙ୍କ ମସ୍ତକରେ ପ୍ରଥମେ ସୁବାସିତ ଜଳ ଅର୍ପଣ କରିବା ପରେ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଧର୍ମଗଡ଼…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ବାବୁ। ଏଥର ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଧର୍ମଗଡ଼ ଉପଜିଲ୍ଲାପାଳ। ଲୋକଙ୍କ ପାଇଁ କାମ କରିବାକୁ ଶପଥ ନେଇଥିବା ଆଇଏଏସ୍ ଅଫିସର ହୋଇଗଲେ ଲାଞ୍ଚୁଆ। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଭିଜିଲାନ୍ସ ମାଡ଼ି ବସିଛି।…

ଯାଜପୁର ଝାଡ଼ାବାନ୍ତି ଘଟଣା: କାରଣ କହିଲେ…

ଓଏଲ୍‌ ବ୍ୟୁରୋ: ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି। ଦୁଇ ଦିନରେ ୫୦୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ମଙ୍ଗଳବାରଠାରୁ ଅଚାନକ ଶତାଧିକ ରୋଗୀ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଯୁବକ, ଶିଶୁ, ମହିଳା, ବୟସ୍କ ସବୁ ବର୍ଗର ଲୋକେ…

ହଟିଲା କଟକଣା: ବିକ୍ରି ହେବ ପାର୍ଟ ପ୍ଲଟ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଲାଗୁ ହୋଇଛି ‘ରେରା’ ଆଇନ୍ ବା ରିଏଲ ଇଷ୍ଟେଟ ରେଗୁଲେସନ ଡ଼େଭେଲପମେଣ୍ଟ ଆକ୍ଟ। ଏହି ରେରା ଆଇନ୍‌ ଲାଗୁ ହେବା ପରେ ବଢିଛି ଜମି କିଣା ବିକା ସମସ୍ୟା। ଏହି ଆଇନକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ। ଏସବୁ ଭିତରେ ପାର୍ଟ ପ୍ଲଟ ବିକ୍ରି କଟକଣା ହଟିଯାଇଛି। ୫ ହଜାର ୨୦୦ ବର୍ଗଫୁଟ ଜମି…

ସ୍ନାନ କରିବେ ମହାପ୍ରଭୁ, ଅପେକ୍ଷାରେ ୧୦୮…

ଓଏଲ୍‌ ବ୍ୟୁରୋ: ଲୋକାରଣ୍ୟ ବଡ଼ଦାଣ୍ଡ। ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀରେ ବିଜେ ହେଲେ ଚତୁର୍ଦ୍ଧା ମୂର୍ତ୍ତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ଦିବ୍ୟ ସ୍ନାନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ…

ପୁଣି ସ୍ଥଗିତ ରହିଲା ଆକ୍ସିଅମ୍-୪ ମିଶନ

ଓଏଲ୍‌ ବ୍ୟୁରୋ: ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଏବଂ ଅନ୍ୟ ତିନି ଜଣଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଫ୍ଲୋରିଡାର କେନେଡି ସ୍ପେଶ୍‌ ସେଣ୍ଟରରୁ ସ୍ପେଶଏକ୍ସର ଫାଲକନ୍-୯ ରକେଟରେ ଗସ୍ତ କରିବେ। ହେଲେ ତୃତୀୟ ଥର ପାଇଁ ଆକ୍ସିଅମ୍-୪ ମିଶନ ସ୍ଥଗିତ ରହିଛି।…

ଲୋକାରଣ୍ୟ ବଡ଼ଦାଣ୍ଡ, ସ୍ନାନଯାତ୍ରା ପାଇଁ…

ଓଏଲ୍‌ ବ୍ୟୁରୋ: ଲୋକାରଣ୍ୟ ବଡ଼ଦାଣ୍ଡ। ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀରେ ବିଜେ ହେଲେ ଚତୁର୍ଦ୍ଧା ମୂର୍ତ୍ତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ।  ଦିବ୍ୟ ସ୍ନାନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ…

ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତି,…

ଓଏଲ୍‌ ବ୍ୟୁରୋ: ଲୋକାରଣ୍ୟ ବଡ଼ଦାଣ୍ଡ। ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀରେ ବିଜେ ହେଲେ ଚତୁର୍ଦ୍ଧା ମୂର୍ତ୍ତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ ଦିବ୍ୟ ସ୍ନାନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ…