ଅନଲାଇନ୍ ଗେମ୍ରୁ କୋଟିପତି, ୬ ଜଣଙ୍କ ଘରେ ଇଡି

ଓଏଲ୍ ବ୍ୟୁରୋ: ଗତ କିଛି ଦିନ ହେବ ଅନଲାଇନ ଗେମରୁ ଟଙ୍କା ରୋଜଗାରକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି। ଯାହା ଏକ ନିଶାରେ ପରିଣତ ହେଇଗଲାଣି। ଏସବୁ ଭିତରେ ଅନଲାଇନ ଗେମରୁ କୋଟିପତି ହେଇଥିବା ଅଭିଯୋଗ ହୋଇଛି। ଅନଲାଇନ ଗେମରୁ କୋଟିପତି ଅଭିଯୋଗରେ ୬ ଜଣଙ୍କ ଘରେ ଇଡି ଚଢ଼ାଉ କରିଛି। ବଡ଼ଗୋଗୁଆ ଗାଁରେ କଲିକତାର ୪୦ ଜଣିଆ ଇଡି ଟିମ୍ ଚଢ଼ାଉ କରିଛି। ବ୍ୟାଙ୍କ ଆକାଉଣ୍ଟରେ କୋଟିକୋଟି ଟଙ୍କା କାରବାରକୁ ନେଇ ଚଢ଼ାଉ ଜାରି ରହିଛି।