Odisha Link
Bridging the Missing Links in Odisha

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଓଏଲ୍‌ ବ୍ୟୁରୋ: ୨ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ। ପ୍ରଥମ ଦିନରେ ଧରଣୀଧର ମେଡିକାଲ୍ କଲେଜରେ IPD ଉଦଘାଟନ କରିଥିଲେ। ଅପରାହ୍ଣରେ ‘ରଙ୍ଗବତୀମହୋତ୍ସବ’ ଉଦଘାଟନ କରିବେ। କେନ୍ଦୁଝର ସର୍କିଟ ହାଉସଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି।ଲୋକଙ୍କଠାରୁ ଲିଖିତ ଅଭିଯୋଗ ନେଲେ ମୁଖ୍ୟମନ୍ତ୍ରୀ। ଅଭିଯୋଗ ଜଣାଇବାକୁ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା। କେନ୍ଦୁଝର ସର୍କିଟ ହାଉସଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି।

Leave A Reply

Your email address will not be published.