Odisha Link
Bridging the Missing Links in Odisha

ଦାମନଯୋଡ଼ିରେ ଜାତୀୟ ପତାକା ଉତ୍ତୋଳନ ନାଲ୍କୋ ଅଧ୍ୟକ୍ଷ

ଭୁବନେଶ୍ୱର : ୭୩ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ, ଦାମନଯୋଡ଼ି ସ୍ଥିତ କମ୍ପାନୀର ଖଣି ଓ ରିଫାଇନେରୀ କମ୍ପେ୍ଲକ୍ସ ଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କର୍ମଚାରୀ ଏବଂ ପାଖ ଗ୍ରାମର ଜନସାଧାରଣଙ୍କୁ ଉଦ୍ବୋଧନ ଦେବା ସହ ଡଃ ଚାନ୍ଦ ସିକ୍ୱିରିଟୀ ପର୍ସୋନେଲ୍, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ।

Comments are closed.