Odisha Link
Bridging the Missing Links in Odisha

ବଜେଟ୍‌ ୨୦୨୫: ୧୦ଟି ବଡ଼ ଖବର

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଆଗତ ହୋଇଛି ରାଜ୍ୟ ବଜେଟ୍‌ ୨୦୨୫। ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ବଜେଟ୍‌ ଉପସ୍ଥାପନା କରିଛନ୍ତି। ଚଳିତ ବଜେଟ୍‌ରେ ମୋଟ ବଜେଟ୍‌ ପରିମାଣ ୨.୯୦ ଲକ୍ଷ କୋଟି ରହିଛି। ବିଶେଷକରି ଚଳିତ ବଜେଟ୍‌ରେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଓଡ଼ିଆ…

ଆଜିଠୁ ନୂଆ ଫାସ୍‌ଟ୍ୟାଗ୍‌ ନିୟମ

ଓଏଲ୍‌ ବ୍ୟୁରୋ: ଟୋଲ୍‌ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା, ବିବାଦକୁ କମ୍‌ କରିବା ଓ ଜାଲିଆତିିରେ ଅଙ୍କୁୁଶ ଲଗାଇବା ପାଇଁ ନେଶନାଲ ପେମେଣ୍ଟସ୍‌ କରପୋରେସନ୍‌ ଅଫ ଇଣ୍ଡିଆ (ଏନପିସିଆଇ) ଓ ସଡ଼କ ପରିବହନ ମନ୍ତ୍ରଣାଳୟ ଫାସ୍‌ଟ୍ୟାଗ୍‌ ସହିତ ଜଡ଼ିତ ନିୟମରେ କିଛି ପରିବର୍ତ୍ତନ କରିଛନ୍ତି। ଯାହା ଆଜିଠୁ…

ବିଟେକ୍‌ ଛାତ୍ରୀଙ୍କ ସନ୍ଦେହଜନକ…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରୀଙ୍କ ମୃୃତ୍ୟୁକୁ ନେଇ ଉତ୍ତେଜନା। ନେପାଳର ଜଣେ ଛାତ୍ରୀଙ୍କ ମୃତ୍ୟୁ ପରେ କ୍ୟାମ୍ପସରେ ଛାତ୍ରଙ୍କ ଉନ୍ନତ୍ତକାଣ୍ଡ। ଏହାକୁ ନେଇ ବିଳମ୍ବିତ ରାତିରେ କ୍ୟାମ୍ପସ୍ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। କିଛି ଛାତ୍ର…

ପୁରୀରେ ଭୂକମ୍ପ ! ସକାଳୁ ଦିଲ୍ଲୀରେ…

ଓଏଲ୍‌ ବ୍ୟୁରୋ: ଆଜି ସକାଳେ ପୁରୀରେ ଭୂକମ୍ପ ଅନୁଭୂତ ହୋଇଛି। ତା ପୂର୍ବରୁ ସକାଳ ୫ଟା ୩୬ରେ ରାଜଧାନୀ ନୂଆଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଥିଲା। ତାପରେ ସକାଳ ୮ଟାରେ ପୁରୀରେ ୪.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ରହିଛି। ତେବେ ଭୂକମ୍ପରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଆଜି ସକାଳୁ…

ସୋମବାର ପୂର୍ଣ୍ଣାଙ୍ଗ ବଜେଟ୍, ମୋହନ…

ଓଏଲ୍‌ ବ୍ୟୁରୋ: ସୋମବାର ଗଣତନ୍ତ୍ରର ପବିତ୍ର ଗୃୃହ ବିଧାନସଭାରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍‌ ୨୦୨୫-୨୬। ବିଜେପି ସରକାରର ୮ ମାସ ପରେ ବଜେଟ ଦେଖାଇବ ବିକାଶର ସ୍ପଷ୍ଟ ନକ୍ସା। ଆସନ୍ତାକାଲି ନୂଆ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଆସିବାକୁ ଥିବା ବେଳେ, ଏହାକୁ ନେଇ ଜୋର ଧରିଛି କଳ୍ପନାଜଳ୍ପନା। ୨୦୩୬…

କଂଗ୍ରେସକୁ ଫେରିବେ କି ସୌମ୍ୟରଞ୍ଜନ ?

ଓଏଲ୍‌ ବ୍ୟୁରୋ: କଂଗ୍ରେସକୁ ଟ୍ରାକ୍‌କୁ ଆଣିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି ନୂଆ ପିସିସି ସଭାପତି ଭକ୍ତଚରଣ ଦାସ। ସେ ଓଡ଼ିଶା ପ୍ରଦେଶ କଂଗ୍ରେସର ମୁଖିଆ ହେଉ ହେଉ ନେଇଛନ୍ତି ବଡ଼ ନିଷ୍ପତ୍ତି। ନିଲମ୍ବିତ ହୋଇଥିବା ସମସ୍ତ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରାଯାଇଥିବା ଘୋଷଣା କରିଥିଲେ ଶ୍ରୀ…

ଆଇପିଏଲ୍‌ ୨୦୨୫ର ମ୍ୟାଚ ତାଲିକା: କେଉଁ…

ଓଏଲ୍‌ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଲା। ପ୍ରକାଶ ପାଇଲା ୨୦୨୫ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ମ୍ୟାଚ ତାଲିକା। କେଉଁ ଦଳ କାହା ସହିତ କେଉଁ ପଡ଼ିଆରେ ଖେଳିବ ସେ ନେଇ ତାଲିକା ପ୍ରକାଶ ପାଇଛି। ଚଳିତ ଆଇପିଏଲ୍‌ ସଂସ୍କରଣର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍‌…

ପ୍ରକାଶ ପାଇଲା ଆଇପିଏଲ୍‌ ୨୦୨୫ର ମ୍ୟାଚ…

ଓଏଲ୍‌ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଲା। ପ୍ରକାଶ ପାଇଲା ୨୦୨୫ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ମ୍ୟାଚ ତାଲିକା। କେଉଁ ଦଳ କାହା ସହିତ କେଉଁ ପଡ଼ିଆରେ ଖେଳିବ ସେ ନେଇ ତାଲିକା ପ୍ରକାଶ ପାଇଛି। ଚଳିତଥର ଆଇପିଏଲ୍‌ର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍‌ ରାଇଡର୍ସ…

ଦୁର୍ଘଟଣାରେ ଚାଲିଗଲା ଡିଏସ୍‌ପିଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌ ଧକ୍କାରେ ଡିଏସ୍‌ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଡିଏସ୍‌ପି ବଳରାମ ନାୟକଙ୍କ ମୃତ୍ୟୁ ହୋଇଛି।। ଡିଏସ୍‌ପି ଶ୍ରୀ ନାୟକ କେନ୍ଦୁଝର ଜିଲ୍ଲା…

ଶ୍ରୀମନ୍ଦିରରେ ଆଇପିଏଲ୍‌ ଟ୍ରଫି

ଓଏଲ୍‌ ବ୍ୟୁରୋ: ଆଉ ମାସକ ପରେ ଫଟାଫଟ୍‌ କ୍ରିକେଟର ମହାକୁମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆରମ୍ଭ ହେବ। ଏହାପୂର୍ବରୁ ଶ୍ରୀମନ୍ଦିର ପରିସରରେ ଦେଖିବାକୁ ମିଳିଛି ଆଇପିଏଲ୍‌ ଟ୍ରଫି। ଆସନ୍ତା ମାର୍ଚ୍ଚରୁ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇପିଏଲ ଟ୍ରଫିକୁ ଶ୍ରୀମନ୍ଦିର…