ଆସନ୍ତା ସପ୍ତାହରେ ଆସିବ ନୂଆ ଆୟକର ବିଲ୍
ଓଏଲ୍ ବ୍ୟୁରୋ: ସଂସଦରେ ବଜେଟ୍ ୨୦୨୫-୨୬ ଉପସ୍ଥାପିତ। ଗୃହରେ ବଜେଟକୁ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲାଗତାର ଅଷ୍ଟମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରୁଛନ୍ତି। ମୋଦି ୩.O ସରକାରଙ୍କ ଏହା ପୂର୍ଣ୍ଣାଙ୍ଗ ବଜେଟ୍। ଆସନ୍ତା ସପ୍ତାହରେ ନୂଆ ଆୟକର…