Odisha Link
Bridging the Missing Links in Odisha

ମନ୍ତ୍ରପାଠ ଧ୍ବନିରେ ପ୍ରକମ୍ପିତ ହେଉଛି…

ଭୁବନେଶ୍ୱର : ହୋମଯଜ୍ଞ ସହ ମନ୍ତ୍ର ପାଠ ଧ୍ବନିରେ ପ୍ରକମ୍ପିତ ହେଉଛି ସଚିବାଳୟ । ଏ କଥା ଆପଣଙ୍କୁ ଅଲଗା ଲାଗୁଥାଇପାରେ କିନ୍ତୁ ଏ କଥା ସତ। ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ମନ୍ତ୍ରୀମାନେ ସଚିବାଳୟରେ କରୁଛନ୍ତି ପୂଜାର୍ଚନା। ଯାହାଫଳରେ ପ୍ରାୟ ମନ୍ତ୍ରୀଙ୍କ ଚ୍ୟାମ୍ବର ମନ୍ତ୍ରପାଠରେ…

ଚନ୍ଦ୍ରଯାନ-୨: ଜୁଲାଇ ୧୫ରେ ଉତକ୍ଷେପଣ…

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠକୁ ପୁଣିଥରେ ଭାରତ ପଠାଇବ ମହାକାଶ ଯାନ। ପୂର୍ବରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ମହାକାଶ ଯାନ ଚନ୍ଦ୍ରଯାନର ସଫଳ ପରୀକ୍ଷଣ ପରେ ପୁଣି ଥରେ ଆଉ ଏକ ଚନ୍ଦ୍ରଯାନ ପଠାଇବ ଭାରତ। ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରଯାନ-୨ ମିଶନ୍‌ର ତାରିଖ ଏବଂ ସମୟ…

ପଶ୍ଚିମବଙ୍ଗ ହିଂସା: ପୋଲିସ-ବିଜେପି…

କୋଲକାତା: ଦିନକୁ ଦିନ ବଡ଼ ଧରଣର ରୂପ ନେଉଛି ପଶ୍ଚିମବଙ୍ଗ ରାଜନୀତି। କେତେବେଳେ ସ୍ଲୋଗାନ ରାଜନୀତି ହେଉଛି ତ ଆଉ କେତେବେଳେ ପୋଷ୍ଟକାର୍ଡ ରାଜନୀତି ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି। କିନ୍ତୁ ଏବେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳୁଛି ପୋଲିସ-ବିଜେପି କର୍ମୀଙ୍କ ମଧ୍ୟରେ…

ପାକିସ୍ତାନ ଆକାଶରେ ଉଡ଼ିବ ନାହିଁ ନମୋଙ୍କ…

ନୂଆଦିଲ୍ଲୀ: ପାକିସ୍ତାନ ଆକାଶପଥରେ ଉଡ଼ିବ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଆକାଶ ପଥ ଦେଇ କିର୍ଗିଜସ୍ତାନର ବିଶକେକ ଯିବେ ନାହିଁ। ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ପାକ-ଆକାଶ ପଥ ଦେଇ ନେଇଯିବାର ବିଚାର କରାଯାଇଥିଲା, କିନ୍ତୁ…

ମାଓବାଦୀଙ୍କ ଗଡ଼ରେ ଆଇଏଏସ୍‌ ଅଫିସର୍‌:…

ରାୟଗଡ଼ା: ମାଓବାଦୀମାନଙ୍କ ଗଡ଼ ହେଉଛି ରାୟଗଡ଼ା ଜିଲ୍ଲା। ରାୟଗଡ଼ା ଅଞ୍ଚଳରେ ରହିଛି ଅନେକ ସମସ୍ୟା। ରାୟଗଡ଼ା ଜିଲ୍ଲାରେ ଥିବା ଚନ୍ଦ୍ରପୁର ବ୍ଲକ୍‌ ଅଧିନସ୍ଥ ଗ୍ରାମଗୁଡ଼ିକର ଆଦିବାସୀ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଗାଁରେ ପହଞ୍ଚିଥିଲେ ରାୟଗଡ଼ାରେ ଡିଆର୍‌ଡିଏ ପ୍ରୋଜେକ୍ଟ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ। ୨୭…

ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ…

ଭୋପାଲ: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ଶିବନାରାୟଣ ମୀନାଙ୍କ ପରଲୋକ ହୋଇଛି। କେଦାରନାଥ ଯାତ୍ରା କରୁଥିବା ବେଳେ ରୁଦ୍ରପ୍ରୟାଗ ନିକଟରେ ମୀନା ହୃଦଘାତର ଶିକାର ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ମଧ୍ୟପ୍ରଦେଶ ରାଜନୀତିରେ ମୀନା ଜଣେ ଜଣାଶୁଣା…

ଲଣ୍ଡନରେ ‘ଭାରତ’ ମୁଭି…

ନୂଆଦିଲ୍ଲୀ: ଭାରତ ଇଂଲଣ୍ଡ ବିଶ୍ବକପରେ ନିଜର ପ୍ରଦର୍ଶନ ବଳରେ ସମସ୍ତଙ୍କ ମଣ ଜିଣୁଛି ଭାରତୀୟ କ୍ରିକେଟ ଦଳ। ଏପଟେ ସଲମାନ୍ ଖାନ୍ ଓ କ୍ୟାଟ୍ରିନା କୈଫ୍ ଅଭିନୀତ ଫିଲ୍ମ ‘ଭାରତ’ ବକ୍ସ ଅଫିସ୍‌ରେ ହିଟ୍ ସାବ୍ୟସ୍ତ ହୋଇଛି। ବିଶ୍ୱକପ୍ ଖେଳିବାକୁ ଟିମ୍ ଇଣ୍ଡିଆର ସଦସ୍ୟମାନେ ଇଂଲଣ୍ଡ ଗସ୍ତରେ ଥିବା ବେଳେ…

୨୦୨୦ରୁ ୱିଣ୍ଡୋ ୭ର ଜୀବନକାଳ ଶେଷ

ଭୁବନେଶ୍ବର: ଆପଣ ଅଫିସ୍‌ କିମ୍ବା ଘରେ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି କି। ଯଦି ଆପଣଙ୍କ କମ୍ପ୍ୟୁଟରରେ ୱିଣ୍ଡୋ ୭ ଅପରେଟିଂ ସିଷ୍ଟମ୍‌ ଅଛି ତାହାଲେ ତୁରନ୍ତ ବଦଳାନ୍ତୁ। କାହିଁକିନା ୨୦୨୦ ମସିହାରେ କମ୍ପ୍ୟୁଟର ମାର୍କେଟରେ ଦେଖିବାକୁ ମିଳିବ ନାହିଁ ୱିଣ୍ଡୋ ୭ ଅପରେଟିଂ ସିଷ୍ଟମ। ଆସନ୍ତା ବର୍ଷ…

କେଉଁ ଖେଳାଳୀକୁ ଇଂଲଣ୍ଡ ଗସ୍ତ ପାଇଁ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ବାମହାତୀ ଅପନର ଶିଖର ଧାଓ୍ବନ ଆହତ ହୋଇ ୩ ସପ୍ତାହ ଟିମରୁ ବାଦ ପଡ଼ିବା ପରେ ତାଙ୍କ ସ୍ଥାନ କିଏ ନେବ ସେଥିପାଇଁ ପାଇଁ ଚର୍ଚ୍ଚା ହେଉଥିଲା। ଯୁବ ଖେଳାଳୀ ସ୍ରେୟସ ଆୟାର ଏବଂ ଋଷିଭ ପନ୍ଥଙ୍କ ନାଁ ଜୋର ଚର୍ଚ୍ଚା ହେଉଥିଲା। ବିଶେଷ ସୁତ୍ରରୁ ପ୍ରକାଶ ଯେ, ଏବେ ଇଂଲଣ୍ଡ ଫ୍ଲାଇଟ…

ମିସନ ଗଗନଯାନ: ୧୦ ଜଣ ମହାକାଶଚାରୀ ଚୟନ…

ନୂଆଦିଲ୍ଲୀ: ଦେଶର ଖୁବଶିଘ୍ର ପ୍ରଥମ ମାନବଧାରୀ ମହାକାଶ ଅଭିଯାନ ତଥା ମିସନ ଗଗନଯାନ ଆରମ୍ଭ ହେବ। ସେଥିପାଇଁ ଦେଶର ପ୍ରଥମ ମାନବବାହୀ ଅଭିଯାନ ଲାଗି ପୂରା ଦମ୍‌ରେ ପ୍ରସ୍ତୁତି ଚାଲିଛି। ଏନେଇ ଦେଶର ପ୍ରଥମ ମାନବଧାରୀ ମହାକାଶ ଅଭିଯାନ ନିମନ୍ତେ ଭାରତୀୟ ବାୟୁସେନାର ୧୦ ଜଣ ସମ୍ଭାବ୍ୟ ମହାକାଶଚାରୀଙ୍କୁ ଚୟନ…