Odisha Link
Bridging the Missing Links in Odisha

କଲୋମ୍ବରେ ମୋଦୀଙ୍କୁ ସ୍ବାଗତ କଲେ…

କଲୋମ୍ବ: ୨ ଦିନିଆ ବିଦେଶ ଗସ୍ତରେ ଯାଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାର କଲମ୍ବୋ ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ୱିସ୍କରେମସିଙ୍ଘେ ମୋଦୀଙ୍କ ଭବ୍ୟ ସ୍ୱାଗତ କରିଛନ୍ତି । ତେବେ ୨ୟ ଥର ପ୍ରଧାନମନ୍ତ୍ରୀ ହେବାପରେ ନିଜର ପ୍ରଥମ ବିଦେଶ…

କ୍ରିକେଟ ବିଶ୍ବକପ୍‌ ୨୦୧୯: ଆଜି ଭାରତ…

ଓଭାଲ୍: କ୍ରିକେଟ ବିଶ୍ବକପ୍‌ ୨୦୧୯ର ଆଜି ୧୪ ତମ ମ୍ୟାଚ ଓଭାଲ ପଡ଼ିଆରେ ଖେଳାଯିବ। ଆଜିର ହାଇଭୋଲଟେଜ୍‌ ମ୍ୟାଚରେ ଦୁଇଥର ବିଶ୍ୱବିଜେତା ଭାରତ ୫ଥର ବିଶ୍ୱକପ୍‌ ଜିତିଥିବା ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ଚଳିତ ବିଶ୍ୱକପ୍‌ରେ ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ ଖେଳିବ। ଲଣ୍ଡନର ଐତିହାସିକ…

ପଞ୍ଚମ ଆନ୍ତର୍ଜାତିକ ଯୋଗ ଦିବସ ପାଇଁ…

ନୂଅ‍ାଦିଲ୍ଲୀ: ପଞ୍ଚମ ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଚାଲିଛି ଯୋରଦାର ପ୍ରସ୍ତୁତି। ଏଥର ଯୋଗ ଦିବସ ରାଞ୍ଚିରେ ଆୟୋଜିତ ହେଉଅଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ୩୦,୦୦୦ ଯୋଗ ଶ୍ରଦ୍ଧାଳୁଙ୍କ ନେତୃତ୍ୱ ନେବେ। ଆସନ୍ତା ଜୁନ୍ ୨୧ ତାରିଖରେ ଝାଡଖଣ୍ଡର ରାଂଚିରେ ଥିବା ପ୍ରଭାତ…

ଓଡ଼ିଶା ବିଧାନସଭା ଉପବାଚସ୍ପତି ହେବେ…

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନରେ ଅନୁଗୁଳ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ବିଜେଡିର ରଜନୀକାନ୍ତ ସିଂ ବିଧାନସଭାର ନୂଆ ଉପ ବାଚସ୍ପତି ହେବେ ବୋଲି ସୂଚନା ମିଳିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉପବାଚସ୍ପତି ପଦ ପାଇଁ ଶ୍ରୀ ସିଂଙ୍କ ନାମ ପ୍ରସ୍ତାବିତ…

କ୍ରିକେଟ ବିଶ୍ବକପ୍‌ ଇତିହାସରେ କେତୋଟି…

ଭୁବନେଶ୍ବର: କ୍ରିକେଟ ବିଶ୍ବକପ୍‌ ୨୦୧୯ର ୧୧ ନମ୍ବର ମ୍ୟାଚ୍‌ ବର୍ଷାଜନିତ କାରଣରୁ ଖେଳା ହୋଇ ପାରିନଥିଲା। ଏହି ମ୍ୟାଚରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ଥିଲା। ବର୍ଷା କରାଣରୁ ଏହି ମ୍ୟାଚରେ ଟସ୍‌ ମଧ୍ୟ ପଡି ପାରିନଥିଲା। ଫଳରେ ଅମ୍ପାୟାର୍‌ ମ୍ୟାଚଟିକୁ ବାତିଲ ଘୋଷଣା କରିଥିଲେ।…