Odisha Link
Bridging the Missing Links in Odisha

ପଞ୍ଜାବର ନୀଳକଣ୍ଠ ହସ୍ପିଟାଲରେ ଅକ୍ସିଜେନ…

ଛତିଶଗଡ଼: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାରି ଭିତରେ ଆସିଛି ପୁଣି ଏକ ଦୁଃଖଦ ଖବର। ଦିଲ୍ଲୀର ଗୋଲଡେନ୍ ହସ୍ପିଟାଲ ପରେ ଏବେ ପଞ୍ଜାବର ନୀଳକଣ୍ଠ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୬ ଜଣ କରୋନା ସଂକ୍ରମିତ ଜୀବନ ହରାଇଥିବା ଜଣାପଡ଼ିଛି ।…

ବମ୍ଫକୁଦ ନିକଟରେ ଓଲଟିଲା ଗ୍ୟାସ୍…

ଭୁବନେଶ୍ବର: ଭୁବନେଶ୍ୱରରୁ କଟକ ଯାଉଥିବା ସମୟରେ ଗ୍ୟାସ୍ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଫୁଲନଖରା ନିକଟ ବମ୍ଫକୁଦ ନିକଟରେ ଓଲଟିଲା ଏଚପି ଗ୍ୟାସ୍ ଟାଙ୍କି ବୋଝେଇ ଗାଡ଼ି। ଗତକାଲି ବିଳମ୍ୱିତ ରାତିରେ ଘଟିଛି ଏପରି ଦୁର୍ଘଟଣା । କଟକ ଭୁବନେଶ୍ୱର ୧୬ ନଂବର ଜାତୀୟ ରାଜପଥରେ ଫୁଲନଖରା ନିକଟ ବମ୍ଫକୁଦ ନିକଟରେ…

ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ…

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ଦୃତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ। ଲୋକମାନଙ୍କୁ କଲବଲ କଲାଣି ମହାମାରୀ କରୋନ। ଏହାରି ଭିତରେ ଆସିଛି ଏକ ବଡ଼ ଦୁଃଖଦ ଖବର। ଅକ୍ସିଜେନ ଅଭାବରୁ ଜୟପୁର ଗୋଲ୍‌ଡେନ ହସ୍ପିଟାଲରେ ୨୦ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀ ବାତ୍ରା ଏବଂ ସାର୍‌ ଗଙ୍ଗାରାମ ହସ୍ପିଟାଲରେ…

ଟ୍ରାକ୍ଟର ଓ ବାଇକ ଧକ୍କା, ଚାଲିଗଲା ୩…

ବାଲିଗୁଡା: ବାଲିଗୁଡ଼ା କୋଟପଡି ଛକ ନିକଟରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଚାଲି ଯାଇଛି। ରାତି ପ୍ରାୟ ୯.୩୦ରେ ଘଟିଛି ଏହି ଦୁର୍ଘଟଣା। ଦ୍ରୁତଗତିରେ ପରସ୍ପର ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟର ଓ ବାଇକ ମଧ୍ୟରେ ଧକ୍କା ଲାଗିବା ଫଳରେ ଦୁର୍ଘଟଣା ସ୍ଥଳରେ ଦୁଇ ବାଇକ…

ଆଉ ୮ ମୁଣ୍ଡ ନେଲା କରୋନା

ଭୁବନେଶ୍ବର: ରାଜ୍ୟରେ ପୁଣି ଦିନକୁ ଦିନ ଭୟଙ୍କର ହେଉଛି କରୋନା ସ୍ଥିତି। ଗତ ୨୪ ଘଣ୍ଟାରେ ଆଉ ୮ ମୁଣ୍ଡ ନେଇଛି କରୋନା। ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୯୮୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବାଲେଶ୍ୱରରୁ ଜଣେ,…

ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା କଲେ…

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରୁ ମାଓବାଦୀମାନେ ଅପହରଣ କରି ନେଇଥିବା ଯବାନଙ୍କୁ ହତ୍ୟା କରିଛନ୍ତି। ଗତକାଲି ରାତିରେ ଅପହୃତ ପୁଲିସ ଏସଆଇ ମୁରଲୀ ତାତିଙ୍କ ମୃତଦେହ ଛତିଶଗଡ କୁସୁମପାର ଅଞ୍ଚଳରୁ ଉଦ୍ଧାର ହୋଇଛି। ପିଏଲଜିଏ ଦ୍ବାରା ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା…

ରାଜ୍ୟରେ ଅଣାୟତ୍ତ କରୋନା: ୨୪ ଘଣ୍ଟାରେ…

ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୬୬୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବର ସମସ୍ତ ସଂକ୍ରମଣ ରେକର୍ଡ ଭାଙ୍ଗିଛି। ଗତ ୩ ଦିନ ଧରି ରାଜ୍ୟରେ ଲଗାତାର ଭାବେ ୬ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହେଉଥିବା ବେଳେ ଗୋଟିଏ ଦିନ ବ୍ୟବଧାନରେ ପୁଣି ଥରେ…

ଆଜିଠୁ ସାରା ରାଜ୍ୟରେ ସପ୍ତାହାନ୍ତ…

ଭୁବନେଶ୍ବର: ରାଜ୍ୟରୁ ପୁଣି ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହା ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହୋଇଛି ସପ୍ତାହନ୍ତ ସଟଡାଉନ୍‌। କରୋନା ସଂକ୍ରମଣରେ ରୋକ୍ ଲଗାଇବାକୁ ରାଜ୍ୟ ସରକାର ଘୋଷଣା କରିଥିବା ସପ୍ତାହନ୍ତ ସଟଡାଉନ୍ ପାଳନ ପାଇଁ ଆଜି ସକାଳୁ ସବୁଠି ଚେକିଂ ଓ…

ତାଳଚେର ଏମ୍‌ସିଏଲ୍‌ ହସ୍ପିଟାଲକୁ କୋଭିଡ…

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍‌-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ଼-୧୯ ହସ୍ପିଟାଲରେ କାର୍ଯ୍ୟ କରିବା ପାଇଁ ଅନୁମତି ଦେବା ସହ ଖୁବ ଶୀଘ୍ର ଏହି ହସ୍ପିଟାଲରେ ଆଇସିୟୁ ସୁବିଧା ଓ ୧୦୦ଟି ଭେଂଟିଲେଟର ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର କୋଇଲା ଓ ଖଣି…

ବୃଦ୍ଧ ଦମ୍ପତିଙ୍କୁ ହାଣି ହତ୍ୟା

ଭଞ୍ଜନଗର: ଭଞ୍ଜନଗରରୁ ଆସିଛି ଏକ ଦୁଃଖଦ ଖବର ବୃଦ୍ଧ ଦମ୍ପତି ଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରାଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଶିଶୁଣ୍ଡା ଗାଁ କାଜୁ ଜଙ୍ଗଲରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଏନେଇ ଖବର ପାଇ ଜଗନ୍ନାଥପ୍ରସାଦ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି…