Odisha Link
Bridging the Missing Links in Odisha

ଶନି ଓ ରବିବାର ଘଣ୍ଟାଏ କୋହଳ

ଭୁବନେଶ୍ବର: ରାଜ୍ୟରେ ପୁଣି ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟି ରଖି ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ସମସ୍ତ ସହରାଞ୍ଚଳେ ସଟଡାଉନ୍ କରାଯାଇଥିଲା। ହେଲେ ଆଜି ଏହି ନିୟମରେ କିଛି ମାତ୍ରରେ କୋହଳ କରାଯାଇଛି। ଏନେଇ ସୂଚାନା ଦେଇଛନ୍ତି ଏସଆରସି ପ୍ରଦିପ ଜେନା। ଏସଆରସି ଜେନାଙ୍କ…

ରାଜ୍ୟରେ ଦୈନିକ ୫୦ ହଜାର ଟେଷ୍ଟିଂ…

ଭୁବନେଶ୍ୱର: ରାଜ୍ୟରେ ପୁଣି ଦିନକୁ ଦିନ ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ବେକାବୁ ହେଉଛି ସ୍ଥିତି। ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ଆକ୍ରାନ୍ତଙ୍କ…

କରୋନା: ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ…

ନୂଆଦିଲ୍ଲୀ: ଦେଶରେ ପୁଣି ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ପ୍ରଧାନମନ୍ତ୍ରୀ ମୋଦି ଆଜି କୋଭିଡ୍‌-୧୯ ମହାମାରୀଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକରେ ବସିଛନ୍ତି। ଉତ୍ତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, ଗୁଜରାଟ, କେରଳ, କର୍ଣ୍ଣାଟକ,…

ଜଳପଥ ଦେଇ ଆସିପାରନ୍ତି ପ୍ରବାସୀ: ଏଡିଜି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଦୃତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ। ସବୁଠି ସ୍ଥିତି ହେଉଛି ବେକାବୁ। ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ଆକ୍ରାନ୍ତଙ୍କ…

କଳିଙ୍ଗନଗରରୁ ଆନ୍ଧ୍ର ଓ ମହାରାଷ୍ଟ୍ରକୁ…

ଯାଜପୁର: କଳିଙ୍ଗନଗର ଟାଟାଷ୍ଟିଲ କାରଖାନାରୁ ଗଡ଼ିଲା ଅକ୍ସିଜେନ୍ ଗାଡ଼ି। ଯାଜପୁର ପୋଲିସର ଏସ୍କର୍ଟରେ ତିନୋଟି ଅକ୍ସିଜେନ ଟ୍ୟାଙ୍କର ମହାରାଷ୍ଟ୍ରର ପୁନେ ଓ ଆନ୍ଧ୍ରପଦେଶର ବିଶାଖପାଟଣା ଗସ୍ତ କରିଛି। ସାରା ଦେଶରେ ଅକ୍ସିଜେନର ଅଭାବ ଯୋଗୁଁ କରୋନା ରୋଗୀଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଗତକାଲି…

୨୪ ଘଣ୍ଟାରେ ଗୋଟିଏ ହସ୍ପିଟାଲରେ…

ନୂଆଦିଲ୍ଲୀ: ଦେଶରେ ପୁଣି ଦନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ। ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅତ୍ୟନ୍ତ ଜରୁରୀ ଅକ୍ସିଜେନର ଅଭାବ ଏବେ ପୁରା ଚିକିତ୍ସା ବ୍ୟବସ୍ଥାକୁ ବେହାଲ କରି ରଖିଛି । ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଗତ ୨୪ ଘଣ୍ଟା ଭିତରେ ଅକ୍ସିଜେନ ଅଭାବରୁ ୨୫ ଜଣ କରୋନା ରୋଗୀଙ୍କର…

ରିଡିଉସିଂ ଇନ୍ଇକ୍ୱାଲିଟିଜ୍‍ ମାନଦଣ୍ଡରେ…

ଭୁବନେଶ୍ବର: ଟାଇମସ୍‍ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ-୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ବୁଧବାର ଟାଇମସ୍‍ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ ୨୦୨୧ ପ୍ରକାଶ ପାଇଛି। ପ୍ରତିବର୍ଷ ଟାଇମସ୍‍ ହାଇଅର ଏଜୁକେସନ୍‍ ପକ୍ଷରୁ ବିଶ୍ୱର…

ବିବାହର ୨୫ ଦିନ ପରେ ବିଧବା କଲା କରୋନା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ସବୁ ଆଡ଼େ ସଂକ୍ରମଣର ଭୟ। କେତେବେଳେ ରୋଗୀର ଅକ୍ସିଜେନ ଅଭାବରୁ ପ୍ରାଣ ଚାଲି ଯାଉଛି ତ ପୁଣି କେତେବେଳେ ଡାକ୍ତରଖାନାରେ ଅବହେଳା ପାଇଁ ଜୀବନ ଯାଉଛି। ଏହାରି ଭିତରେ ଆସିଛି ଆଉ ଏକ ବଡ଼ ଦୁଃଖଦ ଖବର ୩୧ ବର୍ଷ ବୟସ୍କ ଯୁବକ। ୨୫ଦିନ…

ଆଉ ୮ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୬୨୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୭୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ରାଜ୍ୟରେ ଅଣାୟତ୍ତ କରୋନା: ୨୪ ଘଣ୍ଟାରେ…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ଲଗାତାର ଦ୍ୱିତୀୟ ଦିନ ଲାଗି ୬ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬ ହଜାର ୨୧୫ ପଜିଟିଭ୍ ମାମଲା ଆସିଛି। କ୍ୱାରେଣ୍ଟାଇନରୁ ୩ ହଜାର ୬୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨…