Browsing Category
ଓଡ଼ିଶା
ପହଲଗାମ୍ ଆକ୍ରମଣ ପରେ ସୁରକ୍ଷା…
ଓଏଲ୍ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଛି। ପହଲଗାମ୍ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସବୁ ଷ୍ଟେସନ୍ରେ RPF ପକ୍ଷରୁ ଫ୍ଲାଗ୍ ମାର୍ଚ କରାଯାଉଛି। ଭୁବନେଶ୍ବର ରେଲୱେ ଷ୍ଟେସନ୍ରେ RPF ପକ୍ଷରୁ ଫ୍ଲାଗ୍ ମାର୍ଚ କରାଯାଉଛି। ସନ୍ଦିଗ୍ଧ ବ୍ୟକ୍ତି…
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ…
ଓଏଲ୍ ବ୍ୟୁରୋ: ତ୍ରୁଟିମୁକ୍ତ ପରୀକ୍ଷା କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଥିବାବେଳେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ୭ମ ସେମିଷ୍ଟର ପରୀକ୍ଷାରେ ତ୍ରୁଟି ଦେଖିବାକୁ ମିଳିଛି। ଭିଜୁଆଲ ଆର୍ଟର ୭୦୨ନଂ ପେପର ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଅଭିଯୋଗ ହୋଇଛି। ୧୦ଟି ପ୍ରଶ୍ନରୁ ୧୦ଟି ଯାକ ଭୁଲ୍…
ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ, ସାଧାରଣ…
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ। ଭିତରକାଠ ପାଖରେ ବାନ୍ତି ପଡ଼ିବାରୁ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ହୋଇଥିବା ଜଣା ପଡିଛି। ମହାସ୍ନାନ ନୀତି ପରେ ସାଧାରଣ ଦର୍ଶନ ସ୍ଵାଭାବିକ ହେବ। ମହାପ୍ରଭୁଙ୍କ ମହାସ୍ନାନ ପାଇଁ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି।
୯୦ ବର୍ଷରେ ଓଡ଼ିଆ ସିନେମା
ଓଏଲ୍ ବ୍ୟୁରୋ: ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’କୁ ୮୯ବର୍ଷ ପୂରିଛି। ଇତିମଧ୍ୟରେ ଓଡ଼ିଆ ସିନେମାର ମୋଡ଼ ବିଭିନ୍ନ କ୍ଷେତ୍ର ଦେଇ ଆଗକୁ ବଢ଼ିଛି। ୧୯୩୬ରେ ଓଡ଼ିଆ ସିନେମା ଜଗତକୁ ସେତେବେଳେ ୨୯ହଜାର ୭୮୧ଟଙ୍କା ୧୦ଅଣା ବଜେଟରେ ସୀତା ବିବାହ ଚଳଚ୍ଚିତ୍ର ଏକ ଆଶାର ମଞ୍ଜି ବୁଣିଥିଲା। ହେଲେ ଅବସୋସର କଥା…
ବିଜେଡି ପରାଜୟର କାରଣ କହିଲେ ପୂର୍ବତନ…
ଓଏଲ୍ ବ୍ୟୁରୋ: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀ। ମଧୁବାବୁଙ୍କ ଜନ୍ମଜୟନ୍ତୀ ପାଇଁ ଉତ୍ସବମୁଖର ହୋଇଛି ଜନ୍ମପୀଠ କଟକ ଜିଲ୍ଲାର ସତ୍ୟଭାମାପୁର। ମଧୁବାବୁଙ୍କ ଜୟନ୍ତୀ ଅବସରରେ ପୂର୍ବତନ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ବଡ ପ୍ରତିକ୍ରିୟା ରଖିଛନ୍ତି।
ପୂର୍ବ ସରକାର ହାରିବା ନେଇ ମଧୁ…
‘ଅସ୍ମିତାର କଥା ଏ ପର୍ଯ୍ୟନ୍ତ…
ଓଏଲ୍ ବ୍ୟୁରୋ: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀ। ମଧୁବାବୁଙ୍କ ଜନ୍ମଜୟନ୍ତୀ ପାଇଁ ଉତ୍ସବମୁଖର ହୋଇଛି ଜନ୍ମପୀଠ କଟକ ଜିଲ୍ଲାର ସତ୍ୟଭାମାପୁର। ମଧୁବାବୁଙ୍କ ଜୟନ୍ତୀ ଅବସରରେ ପୂର୍ବତନ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ବଡ ପ୍ରତିକ୍ରିୟା ରଖିଛନ୍ତି।
ପୂର୍ବତନ ବିଧାୟକ ସୌମ୍ୟ ରଞ୍ଜନ…
ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି…
ଓଏଲ୍ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ୱପୂର୍ଣ କାର୍ଯ୍ୟ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଭୁବନେଶ୍ୱର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଶୁଣାଣି କାର୍ଯ୍ୟକ୍ରମ…
ମୁଖ୍ୟ ସୂଚନା କମିଶନର ଭାବେ ଶପଥ ନେଲେ…
ଓଏଲ୍ ବ୍ୟୁରୋ: ମନୋଜ କୁମାର ପରିଡ଼ା ହେଲେ ନୂଆ ରାଜ୍ୟ ମୁଖ୍ୟ ସୂଚନା କମିଶନର। ଆଜି ମୁଖ୍ୟ ସୂଚନା ଆୟୁକ୍ତ ଭାବେ ପୂର୍ବତନ IAS ଅଧିକାରୀ ମନୋଜ କୁମାର ପରିଡ଼ା ରାଜଭବନ ଠାରେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ମନୋଜ ପରିଡାଙ୍କୁ ପଦ ଓ ଗୋପନୀୟତାର ଶପଥ…
ବାସହରାଙ୍କୁ ମିଳିବ ସାହାରା, ଆସନ୍ତା…
ଓଏଲ୍ ବ୍ୟୁରୋ: PMAYରେ ନୂଆ ହିତାଧିକାରୀ ଚୟନ ପାଇଁ ଗାଁ ଗାଁରେ ସର୍ଭେ ଚାଲିଛି। ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରୁ ଶୁଭାରମ୍ଭ PMAY ସର୍ଭେ ଆରମ୍ଭ ହୋଇଥିଲା। ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ହିତାଧିକାରୀ ସାମିଲ ହୋଇଥିଲେ। ଆସନ୍ତା ମାସରେ ୧ ଲକ୍ଷ ଘର ବାଣ୍ଟିବେ ସରକାର। ମେ’ ମାସ ଶେଷ…
ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର…
ଓଏଲ୍ ବ୍ୟୁରୋ: ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା। ଏହା ରାଜ୍ୟର ଦ୍ବିତୀୟ ଜାତୀୟ ଉଦ୍ୟାନ ହୋଇଥିବା ବେଳେ ଦେଶର ୧୦୭ତମ ସ୍ଥାନରେ ରହିଛି। ଶିମିଳିପାଳରେ ଅଛନ୍ତି ୪୦ ମହାବଳ। ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝା' ସୂଚନା ଦେଇଛନ୍ତି। ଶିମିଳିପାଳରେ ୪୦ ମହାବଳରୁ ୬ଟି ଶାବକ ଅଛନ୍ତି।…