Odisha Link
Bridging the Missing Links in Odisha

ରାଷ୍ଟ୍ରପତିଙ୍କୁ ଭେଟିଲେ ନବୀନ:…

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି କୋବିନ୍ଦଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ତାଣ୍ଡବ…

ରାଜ୍ୟରେ ଖୋଲିବ ବିଦେଶ ଡାକଘର

ଭୁବନେଶ୍ୱର: ଓଡ଼ିଶା ପାଇଁ ଖୁସି ଖବର। ଏଣିକି ଓଡ଼ିଶାରୁ ବିଦେଶକୁ ଡାକ ଯୋଗେ ପଠେଇ ପାରିବେ ପାର୍ସଲ। ରାଜ୍ୟରେ ଖୋଲିବ ବିଦେଶ ପୋଷ୍ଟ ଅଫିସ। ବିଦେଶରେ ରହୁଥିବା ସଂପର୍କୀୟଙ୍କ ପାଖକୁ ରାଜ୍ୟବାସୀ ଯେପରି ଶୀଘ୍ର ଓ ସହଜରେ ପାର୍ସଲ ପଠାଇ ପାରିବେ, ତାହାର ସୁବିଧା କରିବା ଲାଗି ଡାକ ବିଭାଗ ଏ ପଦକ୍ଷେପ…

ଗ୍ୟାସ ସିଲିଣ୍ଡର ଲିକ୍‌ ଅଗ୍ନିକାଣ୍ଡରେ ୪…

ଭଦ୍ରକ : ଭଦ୍ରକ ଜିଲା ପୁରୁଣାବଜାର ଥାନା ଛଡାକମହଲା ଗ୍ରାମରେ ସିଲିଣ୍ଡରରୁ ଗ୍ୟାସ୍ ଲିକ୍‌ ହୋଇ ଅଗ୍ନିକାଣ୍ଡ ହୋଇଛି। ଏଥିରେ ୪ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ଜଣ ଶିଶୁ ରହିଥିବା ଜଣାପଡିଛି। ସମସ୍ତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ,…

ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର  :  ଭୁବନେଶ୍ବର ଶିଶୁପାଳଗଡର ଏକ ଘର ଭିତରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହୋଟେଲ ମ୍ୟାନେଜମେଣ୍ଟର ଛାତ୍ର ବୋଲି ଜଣାପଡିଛି। ​‌ସେ ନିଜର ଜଣେ ସମ୍ପକୀୟଙ୍କ ଘରେ ରହି ପାଠ ପଢୁଥିଲେ। ମଙ୍ଗଳବାର ସକାଳେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ଏହାକୁ ନେଇ…

ରଥଯାତ୍ରା ସିଧା ପ୍ରସାରଣ ସବୁ ଚ୍ୟାନେଲ…

ଭୁବନେଶ୍ୱର: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିବା ପରେ ରଥଯାତ୍ରା ସିଧା ପ୍ରସାରଣ ସିଦ୍ଧାନ୍ତ ବାହାରିଛି । ସବୁ ଚ୍ୟାନେଲ ରଥ ଯାତ୍ରା ପ୍ରସାରଣ କରି ପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଦୁଇ ଦିନ ମଧ୍ୟରେ ସବୁ ଚ୍ୟାନେଲ ମୁଖ୍ୟଙ୍କୁ ଡାକି ଆଲୋଚନା…

ଆହାତ କାରଣରୁ ଶିଖର ୩ ସପ୍ତାହ ପାଇଁ ଦଳରୁ…

ଇଂଲଣ୍ଡ: ଭାରତୀୟ କ୍ରିକେଟ୍‌ ଟିମକୁ ଝଟକା। ଭଲ ଫର୍ମରେ ଥିବା ଭାରତୀୟ କ୍ରିକେଟ ଦଳର ଓପନର ଗବର ସିଂ ଶିଖର ଧାଓ୍ବନ ତିନି ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କୁଲଟର ନାଇଲଙ୍କ ବଲରେ ତାଙ୍କ ହାତରେ ଆଘାତ ଲାଗିଥିଲା। ଫଳରେ ତାଙ୍କ ହାତ ଆଙ୍ଗୁଠି ଭାଙ୍ଗିଥିବା ସୂଚନା…

ତୃତୀୟ ସପ୍ତାହରେ +୨ କଳା ଓ ବାଣିଜ୍ୟ…

ଭୁବନେଶ୍ୱର :  ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଖାତା ମୂଲ୍ୟାୟନ ଶେଷ ହୋଇଛି । ସାଧାରଣ ନିର୍ବାଚନ, ଅଧ୍ୟାପକମାନଙ୍କର ଅସହଯୋଗ, ବାତ୍ୟା ଫନି ପ୍ରଭାବ ପରେ ବି ତିନୋଟି ଯାକ ବିଭାଗର ମାନୁଆଲ ଖାତା ଦେଖା ସୁରୁଖୁରରେ ସରିଛି । କୌଣସି ସ୍ଥାନରେ କିଛି ବି ଅସୁବିଧା ହୋଇ…

ସାମ୍ବାଦିକ ପ୍ରଶାନ୍ତଙ୍କୁ ଜାମିନ ପାଇଁ…

ନୂଆଦିଲ୍ଲୀ: ଗିରଫ ହୋଇଥିବା ଉତ୍ତର ପ୍ରଦେଶ ସାମ୍ୱାଦିକ ପ୍ରଶାନ୍ତ କନୌଜିଆୟାଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ୟୁପି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ବିରୋଧରେ ବିବାଦୀୟ ଭିଡିଓ ଟ୍ୱିଟ୍ କରି ଗିରଫ ହୋଇଥିଲେ ପ୍ରଶାନ୍ତ। ସାମ୍ୱାଦିକ ଜଣଙ୍କ ଭିଡିଓ ଏବଂ ଟ୍ୱିଟରେ ଲେଖିଥିବା…

ଏଣିକି ଟଙ୍କାକରେ ମିଳିବ ମାଣ୍ଡିଆ

ଭୁବନେଶ୍ୱର : ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କ ପୌଷ୍ଟିକ ଅଭିବୃଦ୍ଧି ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି । ଏହାକୁ ଆଖି ଆଗରେ ରଖି ଚଳିତବର୍ଷଠାରୁ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦେବା ସହିତ ସମସ୍ତ ରାସନକାର୍ଡଧାରୀଙ୍କୁ ୧ ଟଙ୍କା ଦରରେ ୧ କିଲୋ ମାଣ୍ଡିଆ ଯୋଗାଇ ଦିଆଯିବ । ଏଥିପାଇଁ ଚଳିତ…

ଓଡ଼ିଶାରେ ହୋଇପାରେ ୨୦୩୨ ଅଲମ୍ପିକ୍: ଏ…

ନୂଆଦିଲ୍ଲୀ: ୨୦୩୨ ଅଲମ୍ପିକ ଓଡ଼ିଶାରେ ହେବ କି ଏ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। କାହିଁକିନା ଇଣ୍ଡିଆନ ଅଲମ୍ପିକ ଆସୋସିଏସନର ସଭାପତି ନରୀନ୍ଦ୍ର ବାତ୍ରାଙ୍କ ବୟାନ ପରେ ଏଭଳି ଚର୍ଚ୍ଚା ସୃଷ୍ଟି ହୋଇଛି। ଇଣ୍ଡିଆନ୍ ଅଲମ୍ପିକ ଆସୋସିଏସନ ବା ଆଇଓଏ ଏଥିପାଇଁ ପ୍ରୟାସ କରିବ ବୋଲି ସଭାପତି କହିଛନ୍ତି |…