Odisha Link
Bridging the Missing Links in Odisha

ବିଜେଡ଼ି ରାଷ୍ଟ୍ରପତିଙ୍କ ଅଭିଭାଷଣର…

ନୂଆଦିଲ୍ଲୀ : ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଲୋକସଭାରେ ରାଷ୍ଟ୍ରପତିଙ୍କ ମିଳିତ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ଏହି ଆଲୋଚନାରେ ବିଜୁ ଜନତା ଦଳ ଭାଗ ନେବ। ବିଜେଡି ପକ୍ଷରୁ ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଆଲୋଚନାରେ ଭାଗ ନେଇ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମତ ରଖିବେ…

୩ ମେଡିକାଲ କଲେଜରେ ବଢ଼ିଲା ଏମ୍ବିବିଏସ୍…

ଭୁବନେଶ୍ବର : ରାଜ୍ୟରେ ଥିବା ତିନିଟି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ ସିଟ୍‌ ବୃଦ୍ଧିକୁ ପାଇଛି । ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ଆର୍ଥିକ ‌କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାରୁ ମେଡିକାଲ…

ଆଜି ଶ୍ରୀଜିଉଙ୍କ ଦେହରେ ଲାଗି ହେବ…

ପୁରୀ : ସ୍ନାନ ପରେ ଜ୍ୱରରେ ପଡ଼ିଥିବା ଶ୍ରୀଜିଉଙ୍କର ଅଣସର ଘରେ ଚାଲିଛି ଗୁପ୍ତ ସେବା। ଆଜି ଅଣସର ପଞ୍ଚମୀ ଥିବାରୁ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି କରାଯିବ। ଏହାପରେ ମହାପ୍ରଭୁଙ୍କ ଜ୍ୱର କିଛିମାତ୍ରାରେ ଉପଶମ ହୋଇଥାଏ ବୋଲି ବିଶ୍ୱାସ ରହିଛି। ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ଫୁଲୁରି ତେଲ ପ୍ରସ୍ତୁତ…

ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ…

ଭୁବନେଶ୍ୱର: ଶୁକ୍ରବାର ସୁବ୍ରତ ବାଗ୍‌ଚୀଙ୍କୁ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ୨୦୧୬ରେ ମଧ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ସୁବ୍ରତ ବାଗ୍‌ଚୀଙ୍କୁ କ୍ୟାବିନେଟ୍‌ ପାହ୍ୟା ଭଳି ସୁବିଧା…

ପଦ୍ମ ଶଙ୍ଖ ଭାଇ ଭାଇ, ବିଜେପି ରାଜ୍ୟସଭା…

ଭୁବନେଶ୍ୱର: କଥାରେ ଅଛି ଲୁଚିଛି ନାଁ ଗୋଡ଼ ଦିଟା ଦିଶୁଛି। ଠିକ୍‌ ସେହିପରି ବିଜେଡ଼ି ଆଉ ବିଜେପିର ଭାଇ ଭାଇ ପ୍ରେମ ଯେତେ ଲୁଚେଇଲେ ବି ଲୁଚୁନି। ଆଜି ଖୋଦ ବିଜେଡ଼ି ସୁପ୍ରିମୋ ପଦ୍ମ-ଶଙ୍ଖ ଭିତରେ ଥିବା ଭାଇ ଭାଇର ଭିତିରି ପ୍ରେମକୁ ପଦାରେ ପକାଇଛନ୍ତି। ରାଜ୍ୟରେ ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ପାଇଁ ବିଜେଡ଼ି…

ରାଜ୍ୟସଭା ଉପନିର୍ବାଚନ: ବିଜେଡ଼ିରୁ ଅମର ଓ…

ଭୁବନେଶ୍ୱର: ରାଜ୍ୟର ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନ ପାଇଁ ଆଜି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ନବୀନ। ଘୋଷଣା କରିଥିବା ୩ଟି ନାମ ମଧ୍ୟରୁ ୨ଟି ଆସନ ଶାସକ ବିଜୁ ଜନତା ଦଳ ପକ୍ଷରୁ ଦଳର ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ସେଲ୍‌ର ମୁଖ୍ୟ ତଥା ପୂର୍ବତନ ଆକାଉଣ୍ଟାଣ୍ଟ୍‌ ଜେନେରାଲ୍‌ ଅମର…

ଅମିତ ଓ ବ୍ରଜଭୂଷଣ ପାଇବେ ୨୦୧୮ OSJA…

ଭୁବନେଶ୍ବର: ଅର୍ନ୍ତଜାତୀୟ ହକି ଖେଳାଳି ଅମିତ ରୋହିତ ଦାସ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (OSJA)ପକ୍ଷରୁ ୨୦୧୮ ବର୍ଷ ପାଇଁ ସ୍ପୋର୍ଟସ୍‌ ପରସନ ଆଓ୍ବାଡ଼ ପାଇଁ ମନୋନୀତ ହୋଇଛନ୍ତି। ସେହିପରି ଦ୍ରୋଣାଚାର୍ଯ୍ୟ ଆଓ୍ବାର୍ଡ ପାଇଥିବା ବକ୍ଦିଂ କୋଚ ବ୍ରଜ ଭୂଷଣ ମହାନ୍ତିଙ୍କୁ ୨୦୧୮ ବର୍ଷ ଲାଇଫଟାଇମ୍‌…

କଳାରେ ୨ଟି ଓ ବାଣିଜ୍ୟରେ ୪ଟି କଲେଜର…

ଭୁବନେଶ୍ୱର : ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି । ଏଥିରେ କଳାର ୨ଟି କଲେଜରେ ଜଣେ ବି ଛାତ୍ରଛାତ୍ରୀ ପାସ୍ କରି ନଥିବା ବେଳେ ବାଣଜ୍ୟର ୪ଟି କଲେଜରେ କେହି ପାସ୍ କରି ନାହାନ୍ତି। ଯାଜପୁରର ଆଞ୍ଚଳିକ ମହିଳା ହାୟର ସେକେଣ୍ଡାରୀ ବିଦ୍ୟାଳୟରେ କଳାରେ ୧୫ ଜଣ ପିଲା…

୨୩ରେ ବସିବ ରାଜ୍ୟ ବିଜେପିର ବିଧାୟକ ଦଳ…

ଭୁବନେଶ୍ବର : ଆସନ୍ତା ୨୩ରେ ବସିବାକୁ ଯାଉଛି ରାଜ୍ୟ ବିଜେପିର ବିଧାୟକ ଦଳର ବୈଠକ । ଏହି ବୈଠକରେ ବିରୋଧୀ ଦଳ ନେତା ଚୟନ ହେବ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ସାଂସଦ ସରୋଜ ପାଣ୍ଡେ ବୈଠକରେ ଉପସ୍ଥିତ ରହିବେ ବୋଲି ଦଳୀୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ଜୁନ୍ ୨୫ରୁ ବିଧାନସଭାର ବଜେଟ୍…

ଅନ୍ତର୍ଜାତୀୟ ଯୋଗ ଦିବସ: ନିଆରା ଶୈଳୀରେ…

ନୂଆଦିଲ୍ଲୀ: ଆଜି ଭାରତ ସମେତ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଚେନ୍ନାଇରେ ମଧ୍ୟ ଯୋଗ ଦିବସ ପଳାନ କରାଯାଇଛି। ଏହି ଯୋଗ ଦିବସ ଅବସରରେ ଚେନ୍ନାଇର ସ୍କୁଲ ପିଲାମାନେ ଯୋଗ ତ କରିଥିଲେ, କିନ୍ତୁ ଏହା ସହ ଏକ ନିଆରା ଶୈଳୀରେ ଯୋଗ କରି ଟିମ୍ ଇଣ୍ଡିଆକୁ ବିଶ୍ୱକପ୍ ପାଇଁ ଶୁଭେଚ୍ଛା…