Odisha Link
Bridging the Missing Links in Odisha

ବ୍ୟାଗରୁ ମିଳିଲା କଟାମୁଣ୍ଡ ଭାଇ ଗିରଫ

ସମ୍ୱଲପୁର : ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ତିଲେଇମାଲରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଦୁର୍ବୃତ୍ତ ତାଙ୍କ ମୁଣ୍ଡ କାଟି ନେଇଯାଇ ଫେରାର ଥିବା ଘଟଣାରେ ପୁଲିସ୍‌ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମୃତ ସତ୍ୟନାରାୟଣଙ୍କ ସମ୍ପର୍କୀୟ ବଡ଼ ଭାଇ ବୋଲି ଜଣାପଡ଼ିଛି। ତାଙ୍କ ନାଁ ଉଜ୍ଜଳ…

ଖଳନାୟକ ଭୂମିକାରେ ଅଭିନୟ କରିବେ ଶାହାରୁଖ

ମୁମ୍ବାଇ :  ସୁପରଷ୍ଟାର୍‌ ଶାହରୁଖ୍‌ ଖାନ୍‌ ଆଦିତ୍ୟ ଚୋପ୍ରାଙ୍କ ବ୍ଲକ୍‌ବାଷ୍ଟର୍‌ ହିଟ୍‌ ସିରିଜ୍‌ ‘ଧୁମ୍‌’ର ପାର୍ଟ-୪ରେ ଖଳନାୟକ ଭୂମିକାରେ ଆସିପାରନ୍ତି। ସୋଶାଲ୍‌ ମିଡିଆରେ ଏହି ବିଷୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶାହରୁଖ୍‌ ଧୁମ୍‌-୪ରେ ଅଭିନୟ କରିବେ ବୋଲି ପୁର୍ବରୁ ମଧ୍ୟ ଚର୍ଚ୍ଚା ଯୋର୍‌…

୯ ଦିନ ପରେ ମିଳିଲା ଏନ-୩୨ ବିମାନର…

ନୂଆଦିଲ୍ଲୀ: ୯ ଦିନ ପରେ ଭାରତୀୟ ବାୟୁସେନାର ନିଖୋଜ ଏନ-୩୨ ବିମାନର କିଛି ଭଗ୍ନାଂଶ ଠାବ ହୋଇଛି। ଅରୁଣାଚଳ ପ୍ରଦେଶର ସିଅଙ୍ଗ ଜିଲ୍ଲାର ପେୟୁମ ସାର୍କିଲରେ ବାୟୁସେନାର ଏମଆଇ-୧୭ ବିମାନ ଆକଶ ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ନିଖୋଜ ବିମାନର ଭଗ୍ନାଂଶକୁ ଦେଖିବାକୁ ପାଇଥିବା ସୂଚନା ମିଳିଛି।…

ରାଷ୍ଟ୍ରପତିଙ୍କୁ ଭେଟିଲେ ନବୀନ:…

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି କୋବିନ୍ଦଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ତାଣ୍ଡବ…

ରାଜ୍ୟରେ ଖୋଲିବ ବିଦେଶ ଡାକଘର

ଭୁବନେଶ୍ୱର: ଓଡ଼ିଶା ପାଇଁ ଖୁସି ଖବର। ଏଣିକି ଓଡ଼ିଶାରୁ ବିଦେଶକୁ ଡାକ ଯୋଗେ ପଠେଇ ପାରିବେ ପାର୍ସଲ। ରାଜ୍ୟରେ ଖୋଲିବ ବିଦେଶ ପୋଷ୍ଟ ଅଫିସ। ବିଦେଶରେ ରହୁଥିବା ସଂପର୍କୀୟଙ୍କ ପାଖକୁ ରାଜ୍ୟବାସୀ ଯେପରି ଶୀଘ୍ର ଓ ସହଜରେ ପାର୍ସଲ ପଠାଇ ପାରିବେ, ତାହାର ସୁବିଧା କରିବା ଲାଗି ଡାକ ବିଭାଗ ଏ ପଦକ୍ଷେପ…

ଗ୍ୟାସ ସିଲିଣ୍ଡର ଲିକ୍‌ ଅଗ୍ନିକାଣ୍ଡରେ ୪…

ଭଦ୍ରକ : ଭଦ୍ରକ ଜିଲା ପୁରୁଣାବଜାର ଥାନା ଛଡାକମହଲା ଗ୍ରାମରେ ସିଲିଣ୍ଡରରୁ ଗ୍ୟାସ୍ ଲିକ୍‌ ହୋଇ ଅଗ୍ନିକାଣ୍ଡ ହୋଇଛି। ଏଥିରେ ୪ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ଜଣ ଶିଶୁ ରହିଥିବା ଜଣାପଡିଛି। ସମସ୍ତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ,…

ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର  :  ଭୁବନେଶ୍ବର ଶିଶୁପାଳଗଡର ଏକ ଘର ଭିତରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହୋଟେଲ ମ୍ୟାନେଜମେଣ୍ଟର ଛାତ୍ର ବୋଲି ଜଣାପଡିଛି। ​‌ସେ ନିଜର ଜଣେ ସମ୍ପକୀୟଙ୍କ ଘରେ ରହି ପାଠ ପଢୁଥିଲେ। ମଙ୍ଗଳବାର ସକାଳେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ଏହାକୁ ନେଇ…

ରଥଯାତ୍ରା ସିଧା ପ୍ରସାରଣ ସବୁ ଚ୍ୟାନେଲ…

ଭୁବନେଶ୍ୱର: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିବା ପରେ ରଥଯାତ୍ରା ସିଧା ପ୍ରସାରଣ ସିଦ୍ଧାନ୍ତ ବାହାରିଛି । ସବୁ ଚ୍ୟାନେଲ ରଥ ଯାତ୍ରା ପ୍ରସାରଣ କରି ପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଦୁଇ ଦିନ ମଧ୍ୟରେ ସବୁ ଚ୍ୟାନେଲ ମୁଖ୍ୟଙ୍କୁ ଡାକି ଆଲୋଚନା…

ଆହାତ କାରଣରୁ ଶିଖର ୩ ସପ୍ତାହ ପାଇଁ ଦଳରୁ…

ଇଂଲଣ୍ଡ: ଭାରତୀୟ କ୍ରିକେଟ୍‌ ଟିମକୁ ଝଟକା। ଭଲ ଫର୍ମରେ ଥିବା ଭାରତୀୟ କ୍ରିକେଟ ଦଳର ଓପନର ଗବର ସିଂ ଶିଖର ଧାଓ୍ବନ ତିନି ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କୁଲଟର ନାଇଲଙ୍କ ବଲରେ ତାଙ୍କ ହାତରେ ଆଘାତ ଲାଗିଥିଲା। ଫଳରେ ତାଙ୍କ ହାତ ଆଙ୍ଗୁଠି ଭାଙ୍ଗିଥିବା ସୂଚନା…

ତୃତୀୟ ସପ୍ତାହରେ +୨ କଳା ଓ ବାଣିଜ୍ୟ…

ଭୁବନେଶ୍ୱର :  ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଖାତା ମୂଲ୍ୟାୟନ ଶେଷ ହୋଇଛି । ସାଧାରଣ ନିର୍ବାଚନ, ଅଧ୍ୟାପକମାନଙ୍କର ଅସହଯୋଗ, ବାତ୍ୟା ଫନି ପ୍ରଭାବ ପରେ ବି ତିନୋଟି ଯାକ ବିଭାଗର ମାନୁଆଲ ଖାତା ଦେଖା ସୁରୁଖୁରରେ ସରିଛି । କୌଣସି ସ୍ଥାନରେ କିଛି ବି ଅସୁବିଧା ହୋଇ…