Odisha Link
Bridging the Missing Links in Odisha

ରଥଯାତ୍ରା ସିଧା ପ୍ରସାରଣ ସବୁ ଚ୍ୟାନେଲ…

ଭୁବନେଶ୍ୱର: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିବା ପରେ ରଥଯାତ୍ରା ସିଧା ପ୍ରସାରଣ ସିଦ୍ଧାନ୍ତ ବାହାରିଛି । ସବୁ ଚ୍ୟାନେଲ ରଥ ଯାତ୍ରା ପ୍ରସାରଣ କରି ପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଦୁଇ ଦିନ ମଧ୍ୟରେ ସବୁ ଚ୍ୟାନେଲ ମୁଖ୍ୟଙ୍କୁ ଡାକି ଆଲୋଚନା…

ଆହାତ କାରଣରୁ ଶିଖର ୩ ସପ୍ତାହ ପାଇଁ ଦଳରୁ…

ଇଂଲଣ୍ଡ: ଭାରତୀୟ କ୍ରିକେଟ୍‌ ଟିମକୁ ଝଟକା। ଭଲ ଫର୍ମରେ ଥିବା ଭାରତୀୟ କ୍ରିକେଟ ଦଳର ଓପନର ଗବର ସିଂ ଶିଖର ଧାଓ୍ବନ ତିନି ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କୁଲଟର ନାଇଲଙ୍କ ବଲରେ ତାଙ୍କ ହାତରେ ଆଘାତ ଲାଗିଥିଲା। ଫଳରେ ତାଙ୍କ ହାତ ଆଙ୍ଗୁଠି ଭାଙ୍ଗିଥିବା ସୂଚନା…

ତୃତୀୟ ସପ୍ତାହରେ +୨ କଳା ଓ ବାଣିଜ୍ୟ…

ଭୁବନେଶ୍ୱର :  ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଖାତା ମୂଲ୍ୟାୟନ ଶେଷ ହୋଇଛି । ସାଧାରଣ ନିର୍ବାଚନ, ଅଧ୍ୟାପକମାନଙ୍କର ଅସହଯୋଗ, ବାତ୍ୟା ଫନି ପ୍ରଭାବ ପରେ ବି ତିନୋଟି ଯାକ ବିଭାଗର ମାନୁଆଲ ଖାତା ଦେଖା ସୁରୁଖୁରରେ ସରିଛି । କୌଣସି ସ୍ଥାନରେ କିଛି ବି ଅସୁବିଧା ହୋଇ…

ସାମ୍ବାଦିକ ପ୍ରଶାନ୍ତଙ୍କୁ ଜାମିନ ପାଇଁ…

ନୂଆଦିଲ୍ଲୀ: ଗିରଫ ହୋଇଥିବା ଉତ୍ତର ପ୍ରଦେଶ ସାମ୍ୱାଦିକ ପ୍ରଶାନ୍ତ କନୌଜିଆୟାଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ୟୁପି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ବିରୋଧରେ ବିବାଦୀୟ ଭିଡିଓ ଟ୍ୱିଟ୍ କରି ଗିରଫ ହୋଇଥିଲେ ପ୍ରଶାନ୍ତ। ସାମ୍ୱାଦିକ ଜଣଙ୍କ ଭିଡିଓ ଏବଂ ଟ୍ୱିଟରେ ଲେଖିଥିବା…

ଏଣିକି ଟଙ୍କାକରେ ମିଳିବ ମାଣ୍ଡିଆ

ଭୁବନେଶ୍ୱର : ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କ ପୌଷ୍ଟିକ ଅଭିବୃଦ୍ଧି ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି । ଏହାକୁ ଆଖି ଆଗରେ ରଖି ଚଳିତବର୍ଷଠାରୁ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦେବା ସହିତ ସମସ୍ତ ରାସନକାର୍ଡଧାରୀଙ୍କୁ ୧ ଟଙ୍କା ଦରରେ ୧ କିଲୋ ମାଣ୍ଡିଆ ଯୋଗାଇ ଦିଆଯିବ । ଏଥିପାଇଁ ଚଳିତ…

ଓଡ଼ିଶାରେ ହୋଇପାରେ ୨୦୩୨ ଅଲମ୍ପିକ୍: ଏ…

ନୂଆଦିଲ୍ଲୀ: ୨୦୩୨ ଅଲମ୍ପିକ ଓଡ଼ିଶାରେ ହେବ କି ଏ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। କାହିଁକିନା ଇଣ୍ଡିଆନ ଅଲମ୍ପିକ ଆସୋସିଏସନର ସଭାପତି ନରୀନ୍ଦ୍ର ବାତ୍ରାଙ୍କ ବୟାନ ପରେ ଏଭଳି ଚର୍ଚ୍ଚା ସୃଷ୍ଟି ହୋଇଛି। ଇଣ୍ଡିଆନ୍ ଅଲମ୍ପିକ ଆସୋସିଏସନ ବା ଆଇଓଏ ଏଥିପାଇଁ ପ୍ରୟାସ କରିବ ବୋଲି ସଭାପତି କହିଛନ୍ତି |…

ବିଦ୍ୟୁତ୍‌ ଠିକା କର୍ମଚାରୀଙ୍କ ମୃତ୍ୟୁ

ଯାଜପୁର : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ କଣ୍ଟାବଣିଆ ଗାଁରେ ବିଦ୍ୟୁତ୍ ଆଘାତର ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରହଲ୍ଲାଦ ଜେନା। ତାଙ୍କ ଘର ତାରାକୋଟ ଗାଁରେ। କାଳବୈଶାଖୀ ଯୋଗୁ ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିବା ବେଳେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଗତକାଲି ମରାମତି…

ନବୀନ ମୋଦି ସାକ୍ଷାତକାର: କଣ କହିଲେ…

ନୂଆଦିଲ୍ଳୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ସରକାରୀ ବାସଭବନରେ ନବୀନ ମୋଦିଙ୍କ ସହ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ନବୀନ କହିଛନ୍ତି,“ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଫୋନି…

୧୦୯ ଘଣ୍ଟାର ମୃତ୍ୟୁ ସହ ସଂଘର୍ଷ କରି ଆଖି…

ଚଣ୍ଡିଗଡ: ମୃତ୍ୟୁ ସହ ୧୦୯ ଘଣ୍ଚାର ସଂଘର୍ଷ କରି ଶେଷରେ ହାର ମାନିଛି ଜୀବନ। ଦୀର୍ଘ ୧୦୯ ଘଣ୍ଟା ସଂଘର୍ଷ କରି ୩ ବର୍ଷର ଶିଶୁ ଫତେହବୀର ସିଂହ ଜୀବନ ଯୁଦ୍ଧରେ ହାରି ଯାଇଛି। ୩ବର୍ଷ ତଳେ ଜୁନ ୧୦ ତାରିଖରେ ଫତେହବୀର ପ୍ରଥମେ ଦୁନିଆକୁ ଦେଖିଥିଲା, ତାର ଠିକ୍‌ ଦୁଇ ବର୍ଷ ପରେ ଦୁନିଆରୁ ବିଦାୟ ନେଇଛି…

ଏକତରଫା ପ୍ରେମ ନେଲା ଜୀବନ

କୋରାପୁଟ : ଏକତରଫା ପ୍ରେମ‌ରେ ବିଫଳ ହେବା ପରେ ଜଣେ ଛାତ୍ରୀଙ୍କୁ ଜାଳି ମାରି ଦେଇଛି ପ୍ରେମିକ। ଶରୀରର ଅର୍ଧାଧିକ ଭାଗ ଜଳିଯିବା ପରେ ଛାତ୍ରୀ ଜଣଙ୍କ ପାଖାପାଖି ୧୦ଦିନ ଧରି ଯନ୍ତ୍ରଣାରେ ମୃତ୍ୟୁ ସହ ଯୁଝି ଯୁଝି ଆଜି ହାରି ଯାଇଛନ୍ତି। କୋରାପୁଟ ଜିଲ୍ଲା ସେମିଳିଗୁଡା ସହରର ଏକ ଘରୋଇ କଲେଜର ଜଣେ…