Odisha Link
Bridging the Missing Links in Odisha

ବିଧାନସଭା ଆରମ୍ଭ ପୂର୍ବରୁ ବାଚସ୍ପତିଙ୍କ…

ଭୁବନେଶ୍ବର : ବିଧାନସଭା ପାଇଁ ନୂଆ ପରମ୍ପରା । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ହେବ । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି । ବିଧାନସଭା ସ୍ଥିତ ବାଚସ୍ପତିଙ୍କ ପ୍ରକୋଷ୍ଠରେ ପୂର୍ବାହ୍ନ ୧୧ଟା ୩୦ ରେ ଏହି…

କ୍ରିକେଟ ମହାକୁମ୍ଭ ୨୦୧୯: ସେମିଫାଇନାଲ…

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭ ୨୦୧୯ର ୩୦ ତମ ମ୍ୟାଚ ପାକିସ୍ତାନ ଓ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଏହି ମୁକାବିଲାରେ ସାଉଥ ଆଫ୍ରିକାକୁ ହରାଇ ପାକିସ୍ତାନ ବିଜୟୀ ହୋଇଛି। ବର୍ତ୍ତମାନ କ୍ରିକେଟ ମହାକୁମ୍ଭର ଦ୍ବାଦଶ ସଂସ୍କରଣର ପ୍ରାୟ ଅଧାରୁ ଅଧିକ ଲିଗ୍‌ ମ୍ୟାଚ ଶେଷ ହୋଇ ସାରିଲାଣି। ତେବେ…

ମୋ ବସ୍ ସେବା ଷ୍ଟପ !

ଭୁବନେଶ୍ବର : ଭୁବନେଶ୍ୱରରେ ‘ମୋ ବସ୍’ କଣ୍ଡକ୍ଟର କର୍ମଚାରୀମାନେ ବକେୟା ଦରମା ଦାବିକରି ଧାରଣା ଦେଇଛନ୍ତି । ଫଳରେ ଆଜି ରାଜଧାନୀର ବିଭିନ୍ନ ରୁଟ୍‌ରେ ‘ମୋ ବସ୍‌’ ଚଳାଚଳ ବନ୍ଦ ରହିଛି । ବର୍ତ୍ତମାନ ୧୨ଟି ରୁଟରେ ପାଖାପାଖି ୧୦୦ଟି ବସ୍ ଅଟକି ରହିଥିବା ବେଳେ ଯାତାୟାତ ପାଇଁ ଯାତ୍ରୀମାନେ ନାହିଁ ନଥିବା…

ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର…

ଭୁବନେଶ୍ବର : ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଜୁନ୍ ୨୫ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଜୁନ ୨୫ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଚାଲିବ ଜୁଲାଇ ୧୨ରୁ ଅଗଷ୍ଟ ୮…

ଭୁବନେଶ୍ବରରେ ହାଇଦ୍ରାବାଦ-ଗୌହାଟୀ…

ଭୁବନେଶ୍ବର : ଜଣେ ଯାତ୍ରୀଙ୍କ ଉତ୍ପାତ ଯୋଗୁଁ ହାଇଦ୍ରାବାଦରୁ ଗୌହାଟି ଯାଉଥିବା ଇଣ୍ଡିଗୋ ବିମାନକୁ ଭୁବନେଶ୍ବରରେ ଜରୁରୀ ଅବତରଣ କରାଇବାକୁ ପଡ଼ିଛି। ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନବନ୍ଦର ଥାନ ପୁଲିସ ଜିମା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ଇର୍ସାଦ ଅଲ୍ଲୀ ନାମକ ଯୁବକ ଗୌହଟି ଯିବା ପାଇଁ…

ଆର୍‌ବିଆଇକୁ ଝଟକା, ଡେପୁଟି ଗଭର୍ଣ୍ଣର…

ମୁମ୍ବାଇ: ୭ ମାସ ମଧ୍ୟରେ ରିଜର୍ଭ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (ଆର୍‌ବିଆଇ)କୁ ପୁଣି ଏକ ବଡ଼ ଝଟକା ଲାଗିଛି। କାହିଁକିନା ଆର୍‌ବିଆଇ ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଛନ୍ତି ବିରଳ ଆଚାର୍ଯ୍ୟ। ତାଙ୍କ କାର୍ଯ୍ୟକାଳ ସରିବାର ୬ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ତାଙ୍କ ପୂର୍ବରୁ ଗତବର୍ଷ ଡିସେମ୍ବର…

୬ ଜୁଲାଇ ରୁ ବିଜେପିର ସଦସ୍ୟତା ସଂଗ୍ରହ…

ଭୁବନେଶ୍ୱର : ରାଜ୍ୟରେ ବିଜେପି ପକ୍ଷରୁ ନୂତନ ସଦସ୍ୟତା ସଂଗ୍ରହ ଅଭିଯାନ ୬ରୁ ଜୁଲାଇ ଆରମ୍ଭ ହୋଇ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ପ୍ରାୟ ୪୫ ଲକ୍ଷ ସଦସ୍ୟଙ୍କୁ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା କହିଛନ୍ତି। ପୂର୍ବାହ୍ନରେ ଶ୍ରୀ…

ଆଜିଠାରୁ ଆରମ୍ଭ ହେବ +୩ ନାମଲେଖା…

ଭୁବନେଶ୍ବର : ଆଜିଠାରୁ +୩ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଯୁକ୍ତ ତିନି ସ୍ବୟ˚ଶାସିତ କଲେଜ, ସେଲ୍ଫ ଫାଇନାନ୍ସି˚ ଡିଗ୍ରୀ କଲେଜ ନାମଲେଖା ଲାଗି ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବାହ୍ନ ୧୧ଟାରେ ‘www.samsodisha.gov.in’ରେ ଫର୍ମ ଉପଲବ୍ଧ ହେବା ପରେ ଛାତ୍ରଛାତ୍ରୀ ଜୁଲାଇ ୮ ତାରିଖ…

ଦବଙ୍ଗ ବିଧାୟକ ଅଟକ, ଜେରା କରୁଛି…

ବଲାଙ୍ଗୀର: ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସମ୍ମୁଖରେ ଉଠବସ୍ କରାଇଥିବା ଘଟଣାକୁ ନେଇ ବିଧାୟକ ସରୋଜ ମେହେରଙ୍କୁ ଅଟକ ରଖିଛି ପୁଲିସ୍। ଆଜି ସକାଳେ ବଲାଙ୍ଗିର ପୁଲିସ୍ ତାଙ୍କୁ ନୂଆପଡ଼ାରୁ ଆଣି ଜେରା କରୁଥିବା ଜଣାପଡ଼ିଛି। ତେବେ ପୁଲିସ୍ ତାଙ୍କୁ କେଉଁଠି ଜେରା କରୁଛି, ତାହା ଜଣାପଡ଼ିଛି। ବଲାଙ୍ଗୀର ଏସପି…

ବିଜେଡ଼ି ସହ ଗୁପ୍ତ ନୁହେଁ, ଖୋଲା ବୁଝାମଣା…

ଭୁବନେଶ୍ବର: ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ବିଜେପି ପ୍ରାର୍ଥୀଙ୍କୁ ବିଜେଡ଼ି କଣ ପାଇଁ ସମର୍ଥନ କରୁଛି ଉଭୟ ବିଜେଡ଼ି ଓ ବିଜେପି କର୍ମୀ ମଧ୍ୟ ରହସ୍ୟ ଘେରରେ ଅଛନ୍ତି। ଏହି ସମୟରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ପ୍ରସଙ୍ଗରେ ମୁହଁ ଖୋଲିଲେ…